ଅପରାଧ ରାଜ୍ୟ

ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ଦୁର୍ନୀତି: ସ୍ବାମୀ ଯନ୍ତ୍ରୀ, ସ୍ତ୍ରୀ କର୍ପୋରେଟର; ୩ ସଂପର୍କୀୟଙ୍କ ଭାଗରେ ୯୮ରୁ ୭୬ କାମ

କଟକ : ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ବିନା ଟେଣ୍ଡରରେ ସବୁଠୁ ଅଧିକ ଅର୍ଥାତ୍‌ ୪୨ଟି କାମ ପାଇଥିବା ମୋନାଲିସା ବେହେରା ହେଉଛନ୍ତି ୧୬ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ଭାଇ ବାସୁଦେବ ବେହେରାଙ୍କ ପତ୍ନୀ। ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ହେଉଛନ୍ତି ଆର୍‌ ଆଣ୍ଡ୍‌ ବି ବିଭାଗର ଯନ୍ତ୍ରୀ ଅକ୍ଷୟ ବେହେରା। ସେହିଭଳି ଦ୍ବିତୀୟ ସର୍ବାଧିକ ଅର୍ଥାତ୍‌ ୨୫ଟି କାମ ପାଇଥିବା ପ୍ରଭାତ ଚନ୍ଦ୍ର ବେହେରା ବି ହେଉଛନ୍ତି କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ଭାଇ। ଏହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟ ବେଞ୍ଚ୍‌ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ: ରିଭ୍ୟୁ ପିଟିସନ୍ ଦାଖଲ ପାଇଁ ସଜବାଜ

ହାଇକୋର୍ଟ ବେଞ୍ଚ ଦାବି ନେଇ ପ୍ରାୟ ୫୦ ବର୍ଷରୁ ଊର୍ଧ୍ବ ସମୟ ହେଲା ରାଜ୍ୟରେ ଆନ୍ଦୋଳନ ହୋଇ ଆସୁଛି। ଏହା କେବଳ ସମ୍ବଲପୁର ନୁହେଁ ବରଂ ଉଭୟ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାରେ ହେଉଛି। ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ପରେ ବିଭିନ୍ନ ବାର୍‌ ଆସୋସିଏସନଙ୍କ ମତ ଏବଂ ରଣନୀତି ନେଇ ସ୍ବତନ୍ତ୍ର ପ୍ରସ୍ତୁତି। ଭୁବନେଶ୍ବର : ହାଇକୋର୍ଟ ବେଞ୍ଚ ହେବ କି ନାହିଁ ତାହା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଲ ଖବର: ଚାଷକରି ଗାଁର ସଭିଏଁ ଲକ୍ଷପତି

ଘଟଗାଁ : ଚାଷକରି ଗୋଟିଏ ଗାଁର ସମସ୍ତେ ଲକ୍ଷପତି। କେବଳ ସେତିକି ନୁହେଁ, ଗାଁରେ ସମସ୍ତଙ୍କର ପକ୍କାଘର। ଅଧିକାଂଶ ଛାତ। କେତୋଟି ଘର ଟାଇଲ ଛପର। ସମସ୍ତଙ୍କ ଘରେ ସର୍ବନିମ୍ନ ଦୁଇଟି ବାଇକ୍। ଗୋଟିଏ ଦୁଇଟି ପାୱାର ଟିଲର। ୪-୫ ଜଣଙ୍କ ପାଖରେ ଅଛି ୪ ଚକିଆ ଗାଡ଼ି। ଆଉ ଦୁଇ-ତିନି ଜଣ ୧୪ ଚକିଆ ଟ୍ରକ୍‌ ମାଲିକ। ସମସ୍ତଙ୍କ ଉଦ୍ୟମରେ ଏକ ସମୃଦ୍ଧ ଗାଁରେ ପରିଣତ ହୋଇଥିବା ଏହି ଗାଁ ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଫେରିବ ଶୀତ

ଭୁବନେଶ୍ବର : ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରୁ ଏବେ ଶୀତ ହଜି ଯାଇଛି। ତେବେ ଆଜିଠାରୁ ପରିବର୍ତ୍ତନ ଦେଖାଦେବ। ଆସନ୍ତା ୩ ଦିନରେ ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ପାରଦ ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଟିଟିଲାଗଡ଼ରେ ଗତକାଲି ରାତିର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି (ସ୍ବାଭାବିକଠାରୁ ୭.୧ ଡିଗ୍ରି ଅଧିକ) ରହିଥିଲା। ସେହିପରି ଫୁଲବାଣୀରେ ୧୫.୫ ଡିଗ୍ରି (୬.୨ ଡିଗ୍ରି ଅଧିକ), ସମ୍ବଲପୁରରେ ୧୭.୮ ଡିଗ୍ରି (୫.୪ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୈନିକ ଗଢ଼ିଲେ ସେନା କର୍ମଚାରୀ

ଖଇରା (ଅବିନାଶ ପ୍ରଧାନ): ସେନା, ଅର୍ଦ୍ଧ ସେନା, ପୁଲିସ ଆଦି ବାହିନୀରେ ଗ୍ରାମାଞ୍ଚଳର ଯୁବକଯୁବତୀଙ୍କୁ ସାମିଲ କରିବା ପାଇଁ ୨୨ ଜଣ ସେନା କର୍ମଚାରୀ ବ‌ାଲେଶ୍ବର ଜିଲ୍ଲା ଖଇରାରେ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମି ଗଢ଼ିଛନ୍ତି। ଯେଉଁଠି ସେମାନେ ମାଗଣା ଶାରୀରିକ ଶିକ୍ଷା ଦେଉଛନ୍ତି। କେବଳ ଶାରୀରିକ ଶିକ୍ଷା ନୁହେଁ, ଲିଖିତ ପରୀକ୍ଷାରେ ଯେମିତି ପାସ୍‌ କରିହେବ, ସେଥିପାଇଁ ପ୍ରଶିକ୍ଷଣ ମଧ୍ୟ ମିଳୁଛି। ତେବେ ସେନା କର୍ମଚାରୀଙ୍କ ଏହି ମହତ ଉଦ୍ୟମ ସଫଳ ହୋଇଛି। ୪ ଜଣ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ପରିଚାଳନା ବୈଠକରେ ଦୋଳବେଦି ତାତି

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଦୋଳିବେଦି ଭଙ୍ଗା ତାତି ଦେଖିବାକୁ ମିଳିଛି। ପରିଚାଳନା କମିଟି ସଦସ୍ୟମାନେ ଏହି ପ୍ରସଙ୍ଗରେ ଠିକା ସଂସ୍ଥାଠାରୁ ଜବାବ ମାଗିଛନ୍ତି। ଶ୍ରୀମନ୍ଦିର ଦୋଳବେଦି ଐତିହ୍ୟ ସଂପନ୍ନ, ଏହାକୁ କିଏ ଭାଙ୍ଗିଲା ବୋଲି ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛନ୍ତି। ଆଗକୁ ଯେଭଳି ଦୋଳବେଦି ପାଚେରି ଭଙ୍ଗା ନ ହେବ, ସେ ଉପରେ ଦୃଷ୍ଟି ଦେବାକୁ ବି ଦାବି ହୋଇଛି। ପରିଚାଳନା କମିଟି ସଦସ୍ୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ଏହି ପ୍ରସଙ୍ଗ […]

ଅପରାଧ ରାଜ୍ୟ

ଆମ୍ବତୋଟା ଭାଗ ମାଗିବାରୁ ୨ ବର୍ଷ ହେଲା ସାମାଜିକ ବାସନ୍ଦ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲାରେ ବାସନ୍ଦ ଏକ ସାମାଜିକ ବ୍ୟାଧିର ରୂପ ନେଇଛି। ପ୍ରଶାସନ ଏବଂ ପୁଲିସର ଶତଚେଷ୍ଟା ସତ୍ତ୍ବେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଜନସାଧାରଣ ଆଜି ବି ଏହି କୁତ୍ସିତ ପ୍ରଥାକୁ ଜାବୁଡ଼ି ଧରିଛନ୍ତି। ଫଳ‌ରେ ବାସନ୍ଦ ହେଉଥିବା ନିର୍ଦ୍ଦିଷ୍ଟ ପରିବାର କିମ୍ବା ଗୋଷ୍ଠୀଙ୍କ ଜୀବନ ଦୁର୍ବିସହ ପାଲଟିଯାଉଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖଲ୍ଲିକୋଟ ଥାନା ଅଧୀନ ମଥୁରା ପଞ୍ଚାୟତ ସିଧାପଲ୍ଲୀ ଗ୍ରାମରେ। ଦୁଇବର୍ଷ ଧରି ଲୋକନାଥ ବେହେରାଙ୍କୁ ସାମାଜିକ ବାସନ୍ଦ କରାଯିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଅଗ୍ନି-୫’ର ପରୀକ୍ଷ‌ଣ

ବାଲେଶ୍ବର/ଚାନ୍ଦିପୁର/ଧାମରା : ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ଭାରତ ଗୁରୁବାର ଦିନ ‘ଅଗ୍ନି’ ସିରିଜ୍‌ର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷା କରିଛି। ଗୁରୁବାର ସନ୍ଧ୍ୟା ୫ଟା ୫୦ ମିନିଟ୍‌ରେ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଏହି ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ରକୁ ଭଦ୍ରକ ଜିଲ୍ଲା ଧାମରା ନିକଟ ବଙ୍ଗୋପସାଗର ଉପକୂଳ ଅବଦୁଲ କଲାମ୍‌ ଦ୍ବୀପର ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଏହାର ପରୀକ୍ଷଣ କରିଛି। ‘ଅଗ୍ନି-୫’ ହେଉଛି ଅନ୍ତଃମହାଦେଶୀୟ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଚକ୍ରବ୍ୟୂହରେ ଅଭିମନ୍ୟୁ: ୬ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ବର : ରାଜଧାନୀର ପ୍ରମୁଖ ଅଞ୍ଚଳରେ ୭ଟି ପ୍ଲଟ୍‌, ଦେଢ଼ କୋଟି ମୂଲ୍ୟର ୪ ମହଲା କୋଠା ସାଙ୍ଗକୁ ପୁଳାପୁଳା ସୁନାଗହଣା, ୭୮ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌, ୩ ଦାମୀ ବାଇକ୍‌ ସହ ଆହୁରି କେତେ କ’ଣ। ତେବେ ଏହା କୌଣସି ବ୍ୟବସାୟୀ କିମ୍ବା ଉପରିସ୍ଥ ସରକାରୀ ବାବୁଙ୍କର ନୁହେଁ, କନେଷ୍ଟବଳରୁ ଚାକିରି ଆରମ୍ଭ କରି ଏସ୍‌ଆଇ ପର୍ଯ୍ୟନ୍ତ ଯାଇଥିବା ଅଭିମନ୍ୟୁ ଚୌଧୁରୀଙ୍କ ଆଖି ଖୋସି ହୋଇଗଲା ଭଳି ସଂପତ୍ତି ତାଲିକା। ସଂପତ୍ତି ଏତେ ଯେ ହିସାବ […]

ଅପରାଧ ରାଜ୍ୟ

କଳାପଥର କେଳେଙ୍କାରୀ: ୧୫.୪୦ କୋଟି ଜରିମାନା ଗଣିବେ ଲିଜ୍‌ଧାରୀ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ୍‌ ଅନ୍ତର୍ଗତ ରାହାଡ଼ପୁର ପାହାଡ଼ରୁ ଶହଶହ କଳାପଥର ଲୁଟ୍‌ ଘଟଣାରେ ଜିଲ୍ଲା ପ୍ରଶାସନ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବେଆଇନ ଭାବେ ଖଣି, ରାଜସ୍ବ ଓ ପରିବେଶ ଆଇନକୁ ଉଲ୍ଲଂଘନ କରି ମାତ୍ରାଧିକ ଖନନ କରିଥିବାରୁ ଜଣେ ଲିଜ୍‌ଧାରୀଙ୍କ ଉପରେ ୧୫ କୋଟି ୪୦ ଲକ୍ଷ ୬୫ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଏହି ଲିଜ୍‌ଧାରୀ ହେଲେ ପ୍ରହଲ୍ଲାଦ ଲେଙ୍କା ଏବଂ ସେ ବିଜେଡି ନେତା ଭାବେ […]