ଅବ୍ୟବସ୍ଥା ଘେରରେ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରୋଟାରି
ଭୁବନେଶ୍ବର : ଅବ୍ୟବସ୍ଥା ମଧ୍ୟରେ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରୋଟାରି। ଭିତ୍ତିଭୂମି ଅଛି, କିନ୍ତୁ କର୍ମଚାରୀ ନାହାନ୍ତି। ଫଳରେ ପୁଲିସ ବିଭାଗର ଏହି ସ୍ବତନ୍ତ୍ର ୟୁନିଟ୍ ଯେଉଁ ଢଙ୍ଗରେ କାମ କରିବା କଥା, କରିପାରୁନାହିଁ। ଏଥିଯୋଗୁଁ ହତ୍ୟା, ଆତ୍ମହତ୍ୟା ଭଳି ବହୁ ହାଇପ୍ରୋଫାଇଲ୍ ମାମଲାର ତଦନ୍ତରେ ଅନେକ ବିଳମ୍ବ ହେଉଛି ଓ ଅପରାଧୀମାନେ କୋର୍ଟରୁ ଖସିଯିବାକୁ ଏକପ୍ରକାର ସୁଯୋଗ ପାଇ ଯାଉଛନ୍ତି। ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା ହେଉ ଅବା ଆନନ୍ଦ ଟପୋ […]









