ନୟାଗଡ଼ ଗୁଳିକାଣ୍ତ ଘଟଣା: ରାଜନୀତି ତେଜିଲା
ନୟାଗଡ଼ : ଗୁଳିକାଣ୍ତ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ବାସୁଦେବ ନାୟକଙ୍କୁ ବିଜେପି ନେତା ସନ୍ତୋଷ ପ୍ରଧାନ ଫେରାର କରେଇ ଦେଇଥିବା ବିଜେଡି ଅଭିଯୋଗ କରିଛି। ବାସୁଦେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆସିଥିବା ବେଳେ ସନ୍ତୋଷ ତାଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିଲେ ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଜେଡି ପକ୍ଷରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥକୁ ଟାୟାର ଜାଳି ଅବରୋଧ କରାଯାଇଥିଲା। ପ୍ରାୟ […]









