ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜାନୁଆରିରେ ୧୪ ଦିନ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ : ଆସନ୍ତା ଜାନୁଆରିରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବାର ଆଶଙ୍କା ରହିଛି। ତେବେ ଓଡ଼ିଶାରେ ଏହି ଦିନଗୁଡ଼ିକରେ ବ୍ୟାଙ୍କ ବନ୍ଦ ରହିବ ନା ନାହିଁ ତାହା ନିଶ୍ଚିତ ହୋଇନାହିଁ। କାରଣ ଏହି ମାସରେ ଏଭଳି କିଛି ପର୍ବପର୍ବାଣୀ ପଡ଼ୁଛି ଯେଉଁଥିପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ହୁଏ ନାହିଁ। ୨୦୨୩ ଜାନୁଆରିରେ ନୂଆବର୍ଷ, ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ମିସନାରି ଡେ’, ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ମକର ସଂକ୍ରାନ୍ତୀ, ପୋଙ୍ଗଲ, ସାଧାରଣତନ୍ତ୍ର ଦିବସରେ ବ୍ୟାଙ୍କ ଛୁଟି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୟଲଳିତାଙ୍କଠାରୁ ସ୍ମୃତି ଇରାନୀ ପର୍ଯ୍ୟନ୍ତ, ଅଭିନେତ୍ରୀରୁ ନେତ୍ରୀ ହେବା ପରେ କଟୁ ମନ୍ତବ୍ୟର ଶିକାର

ନୂଆଦିଲ୍ଲୀ: ଭାରତରେ ରାଜନୀତି କ୍ଷେତ୍ର ଏବେ ବି ପୁରୁଷପ୍ରଧାନ ହୋଇ ରହିଥିବା ବେଳେ ଏହି କ୍ଷେତ୍ରକୁ ଆସୁଥିବା ନାରୀମାନଙ୍କୁ, ବିଶେଷତଃ ଅଭିନୟ କ୍ଷେତ୍ରରୁ ଆସୁଥିବା ମହିଳାଙ୍କୁ ଯୌନବାଦୀ ଓ ନାରୀବିଦ୍ବେଷୀଙ୍କ କଟୁ ମନ୍ତବ୍ୟ ସହ୍ୟ କରିବାକୁ ପଡ଼େ। ଏହା କିଛି ନୂଆ କଥା ନୁହେଁ। ଅତୀତରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟଲଲିତା ଓ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପର୍ଯ୍ୟନ୍ତ ଏଥିରୁ ବାଦ୍ ପଡ଼ିନାହାନ୍ତି। ନିକଟରେ ଇରାନୀଙ୍କ ପ୍ରତି କଂଗ୍ରେସ ନେତା ଅଜୟ ରାୟ ଅପମାନସୂଚକ, ଯୌନବାଦୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚୀନ୍‌ ପରିସ୍ଥିତି ପାଇଁ ଖୁବ୍‌ ଚିନ୍ତିତ: ‘ହୁ’ ମୁଖ୍ୟ

ଜିନିଭା: ଚୀନ୍‌ରେ ଅଭୂତପୂର୍ବ ଭାବେ କୋଭିଡ୍‌ ଲହର୍‌ ବୃଦ୍ଧି ପାଉଥିବା ଘଟଣାରେ ଖୁବ୍‌ ଉଦ୍‌ବିଗ୍ନ ବୋଲି ବୁଧବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି। ରୋଗର ସାଙ୍ଘାତିକତା, ଡାକ୍ତରଖାନାରେ ଭର୍ତ୍ତିସଂଖ୍ୟା ଏବଂ ଇଣ୍ଟେନ୍‌ସିଭ୍ କେୟାର୍‌ର ଆବଶ୍ୟକତା ବିଷୟରେ ସବିଶେଷ ବିବରଣ ପାଇଁ ନିବେଦନ କରି ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍‌ରସ୍‌ ଆଧନମ୍‌ ଗେବ୍ରେୟେସସ୍‌ କହିଛନ୍ତି, ରୋଗର ସାଙ୍ଘାତିକତା ବୃଦ୍ଧି ପାଉଥିବାର ରିପୋର୍ଟ ମିଳୁଥିବାରୁ ଚୀନ୍‌ର ପରିସ୍ଥିତି ଯୋଗୁଁ ବିଶ୍ବ ସ୍ବାସ୍ଥ୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରତିବାଦକାରୀ କଶ୍ମୀରୀ ପଣ୍ଡିତଙ୍କୁ ଉପରାଜ୍ୟପାଳଙ୍କ କଡ଼ା ଚେତାବନୀ: ଘରେ ବସିଲେ ଦରମା ନାହିଁ

ଜମ୍ମୁ: ଯେଉଁମାନେ ଘରେ ବସୁଛନ୍ତି, ସେମାନଙ୍କୁ ଦରମା ମିଳିବ ନାହିଁ ବୋଲି ଉତ୍ତମ ନିରାପତ୍ତା ଓ କଶ୍ମୀର ବାହାରକୁ ସ୍ଥାନାନ୍ତରଣ ଦାବି‌ କରି ପ୍ରତିବାଦ ଚଳାଇଥିବା ଶହ ଶହ କଶ୍ମୀରୀ ପଣ୍ଡିତଙ୍କୁ କଡ଼ା ଚେତାବନୀ ଦେଇ ବୁଧବାର ଦିନ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମ‌ନୋଜ ସିହ୍ନା କହିଛନ୍ତି। ସିହ୍ନା ସେମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, କଶ୍ମୀରୀ ପଣ୍ଡିତଙ୍କ ସମେତ ଉପତ୍ୟକାର ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜମ୍ମୁ ଓ କଶ୍ମୀର ପ୍ରଶାସନ […]

ଦେଶ ବିଦେଶ

ଜାନୁଆରି ୨୫ରେ ଗଡ଼ିବ ଶ୍ରୀଜଗନ୍ନାଥ ସର୍କିଟ ଟ୍ରେନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ରେଳ ମନ୍ତ୍ରଣାଳୟ ଅଧୀନ ଭାରତୀୟ ରେଳବାଇ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ(ଆଇଆରସିଟିସି) ପକ୍ଷରୁ ଭାରତ ଗୌରବ ଟ୍ରେନ ମାଧ୍ୟମରେ ଶ୍ରୀଜଗନ୍ନାଥ ଯାତ୍ରା ରେଳ ଟୁର ପ୍ୟାକେଜ୍‌ ଘୋଷଣା କରାଯାଇଛି। ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ […]

ଦେଶ ବିଦେଶ ରାଜନୀତି

ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ‌ଜୋ ବାଇଡେନ୍‌ଙ୍କୁ ଭେଟିଲେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି

ୱାସିଂଟନ୍‌: ବୁଧବାର ଦିନ ଆମେରିକାରେ ଅବତରଣ କରିବା ପରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି ହ୍ବାଇଟ୍‌ ହାଉସ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିଛନ୍ତି। ରୁଷ୍‌ ଆକ୍ରମଣ କରିବାର ୩୦୦ ଦିନ ପରେ ଏହା ହେଉଛି ଜେଲେନ୍‌ସ୍କିଙ୍କ ପ୍ରଥମ ବିଦେଶ ଗସ୍ତ। ସାକ୍ଷାତ୍‌ ସମୟରେ ଜୋ ବାଇଡେନ୍‌ କହିଲେ, ବିଶ୍ବାସ ହେଉନି, ଏଭଳି ପାଶବିକ ଯୁଦ୍ଧରେ ୩୦୦ ଦିନ ଅତିବାହିତ ହୋଇଗଲାଣି। ଗୋଟାଏ ରାଷ୍ଟ୍ର ଭଳି ତିଷ୍ଠି ରହିବା ପାଇଁ ୟୁକ୍ରେନ୍‌ର ଅଧିକାର ଉପରେ ପୁଟିନ୍‌ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଜାଣିଶୁଣି କୋଭିଡ୍‌-୧୯ ଆକ୍ରାନ୍ତ ହେଲେ ଚୀନା ଗାୟିକା ଜାନି ସାଙ୍ଗ୍‌

ନୂଆଦିଲ୍ଲୀ: ଜାଣିଶୁଣି କରୋନାଭାଇରସ୍‌ଦ୍ବାରା ସଂକ୍ରମିତ ହେବା ପରେ ଚୀନା ଗାୟିକା ତଥା ଗୀତିକାର ଜାନି ସାଙ୍ଗ୍‌ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚିତ ହୋଇଛନ୍ତି। ‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ କରିଛି, କୋଭିଡ୍‌ ପଜିଟିଭ୍‌ ବାହାରିଥିବା ବନ୍ଧୁମାନଙ୍କ ସହିତ ମିଳାମିଶା କରି ସେ ‌କରୋନାଭାଇରସ୍‌ଦ୍ବାରା ଆକ୍ରାନ୍ତ ହୋଇଥିବା କଥା କହିଛନ୍ତି। ‘ୱେଇବୋ’ରେ ଗାୟିକା ସାଙ୍ଗ୍‌ କହିଛନ୍ତି ଯେ, ସେ ମଧ୍ୟ ଭୂତାଣୁ ବାହକ ‘ମେଷ’ମାନଙ୍କ (ସିପ୍‌) ଘରକୁ ଯାଇଥିଲେ। ସମ୍ପ୍ରତି ଚୀନ୍‌ରେ ‘ଓମିକ୍ରନ୍‌’ର ‘ବିଏଫ୍‌.୭’ ଭୂତାଣୁଜନିତ କୋଭିଡ୍‌-୧୯ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସଂଗୀତ ପାଇଁ କଟିଗଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବାର ବଡ଼ ସୁଯୋଗ ଥିଲା। ମେଢ଼ର ଡିଜାଇନ୍ ବି ବିଚାରକ ମଣ୍ଡଳୀ ଦ୍ବାରା ଗ୍ରହଣୀୟ ହୋଇଥିଲା। ହେଲେ ଏଥିପାଇଁ ପ୍ରସ୍ତୁତ ହୋଇଥିବା ସଂଗୀତକୁ ନେଇ ବିଚାରକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କନ୍ଧମାଳ ପର୍ଯ୍ୟଟନର ବିକାଶ ପାଇଁ ଦରଦ ଏମିତି, ପର୍ଯ୍ୟଟନ ମାନଚିତ୍ରରେ ନାହିଁ ପ୍ରମୁଖ ସ୍ଥଳ ମଣ୍ଡାସରୁ, ଲୁଦୁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଫୁଲବାଣୀ : ଖଣି ଓ ଶିଳ୍ପଶୂନ୍ୟ କନ୍ଧମାଳ ଜିଲ୍ଲାର ଏକମାତ୍ର ସମ୍ବଳ ହେଉଛି ପର୍ଯ୍ୟଟନ। ଏଣୁ ପର୍ଯ୍ୟଟନର ବିକାଶ ହେଲେ ଜିଲ୍ଲାର ଅର୍ଥନୈତିକ ଓ ସାମାଜିକ ବିକାଶ ସମ୍ଭବ ବୋଲି ରାଜ୍ୟ ସରକାର ଜିଲ୍ଲାର ପଯ୍ୟଟନ ବିକାଶକୁ ପ୍ରାଥମିକତା ଦେଇ ଆସିଛନ୍ତି। […]

ଦେଶ ବିଦେଶ ରାଜନୀତି

ଭାରତରେ ବାହାରିଲା ଚୀନ୍‌ର ନୂଆ ଭେରିଆଣ୍ଟ୍‌: ଆଜି କୋଭିଡ୍‌ ପରିସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନ୍‌ରେ ଦ୍ରୁତ ବେଗରେ ସଂକ୍ରମଣ କରାଉଥିବା ଓମିକ୍ରନ୍‌ ଭୂତାଣୁର ସବ୍‌-ଭେରିଆଣ୍ଟ୍‌ ‘ବିଏଫ୍‌.୭’ର ଚାରିଟି ମାମଲା ଭାରତରେ ଚିହ୍ନଟ ହେବାରୁ ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍‌ ପରିସ୍ଥିତି ସମୀକ୍ଷା କରିବେ। ଦେଶରେ ଚିହ୍ନଟ କରାଯାଇଥିବା ୪ଟି ‘ବିଏଫ୍‌.୭’ରୁ ୨ଟି ମାମଲା ଗୁଜରାଟ ଓ ୨ଟି ଓଡ଼ିଶାରେ ଚିହ୍ନଟ ହୋଇଛି। ଏହି ମାମଲା ସବୁ ଜୁଲାଇ, ସେପ୍ଟେମ୍ବର ଏବଂ ନଭେମ୍ବର ମାସରେ ଚିହ୍ନଟ ହୋଇଥିଲା। ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି […]