ରାଜ୍ୟ ସ୍ପେଶାଲ ରିପୋର୍ଟ

’୨୨ ଦର୍ପଣ: କନ୍ଦେଇଲା ମକରା, ରାଜୁଆ, ଧନୁଆ, କୁଶଭଦ୍ରା

ସେୟାର ଚଳିତବର୍ଷ ପୁରୀ ଜିଲ୍ଲାରେ ବନ୍ୟା ଦୁର୍ଦ୍ଦଶା ଭୟଙ୍କର ରୂପ ନେଇଥିଲା। ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘାଇ ଓ ଲେଉଟା ପାଣି ଗାଁ ଗଣ୍ଡାକୁ ବୁଡ଼ାଇବା ସହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ବନ୍ୟା ପାଣିର ଆଁ ଜିଲ୍ଲାର ୩ଶହରୁ ଅଧିକ ଗାଁକୁ ଗିଳି ଦେଇଥିଲା। ଫଳରେ ଲକ୍ଷ ଲକ୍ଷ ‌ଲୋକ ଜଳବନ୍ଦୀ ଜୀବନ କାଟିଥିଲେ। କିଏ ଘର ଛାତ ଉପରେ ତ’କିଏ ନଈ ବନ୍ଧ ଉପରେ ଆଶ୍ରୟ ନେଇଥିଲେ। ଗାଈଗୋରୁ, ମଣିଷ ସମସ୍ତେ ଭୋକଉପାସରେ ଏକାଠି […]

ଅପରାଧ ରାଜ୍ୟ

ଫୁଟ୍‌ବଲ୍‌ ଖେଳ ବେଳେ ଯୁବକଙ୍କୁ ହତ୍ୟା

କେନ୍ଦୁଝର: କେନ୍ଦୁଝର ସଦର ଥାନା ମହାଦେଈଯୋଡ଼ା ପଞ୍ଚାୟତ ଟିକରପଡ଼ା ବୁରୁଡ଼ିସାହିରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ମହାଦେଈଯୋଡ଼ା ମୁଣ୍ଡାସାହିର ବିକି ମୁଣ୍ଡା (୨୫)। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବୁରୁଡ଼ିସାହିରେ ଆଜି ଅପରାହ୍ନ ସାଢ଼େ ୩ଟାବେଳେ ଗ୍ରାମାଞ୍ଚଳ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ଖେଳ ଚାଲିଥିଲା। ବିକି ପଡ଼ିଆରେ […]

ଅପରାଧ ରାଜ୍ୟ

ଟ୍ରକ୍‌ ତଳେ ଚପି ବାପା-ପୁଅ ମୃତ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର୍ ଜାତୀୟ ରାଜପଥର ବଡ଼ଘାଟିରେ ଆଜି ଭୋର୍‌ରୁ ଏକ ମାଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଏହାତଳେ ଚାପି ହୋଇ ବାଇକ୍‌ରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ପୁରୁଷୋତ୍ତମପୁର ବ୍ଲକ୍ ସମା ବଜରଙ୍ଗସାହିର ବାବୁଲା ପ୍ରଧାନ(୪୫) ଓ ତାଙ୍କ ପୁଅ ରାକେଶ ପ୍ରଧାନ(୨୦)। ଉଭୟ ବାପାପୁଅ କାମ କରିବା ପାଇଁ ଭୋର୍‌ରୁ ବାଇକ୍ ଯୋଗେ ଭେଜିପୁଟ ଯାଉଥିବା ବେଳେ ବଡ଼ଘାଟିଠାରେ ଉକ୍ତ ମାଲ୍ ବୋଝେଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ.ସୁନୀଲକାନ୍ତ ବେହେରାଙ୍କ ଆଜି ତାଙ୍କ ବ୍ରହ୍ମପୁର ହିଲ୍‌ପାଟଣା ଗୋପବନ୍ଧୁନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ପ୍ରଫେସର ଡ. ବେହେରା କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ଅସୁସ୍ଥତା ହେତୁ ଛୁଟିନେଇ ବିଶ୍ରାମ ନେବାପରେ ଗତ ୨୧ ତାରିଖ ଦିନ ବ୍ରହ୍ମପୁର ଫେରିଥିଲେ। ଆଜି ବାସଭବନରେ ଦ୍ବିପ୍ରହର ଭୋଜନ ପରେ ଅସୁସ୍ଥତା ଅନୁଭବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

’୨୨ ଦର୍ପଣ: ଚର୍ଚ୍ଚାରେ ପରିକ୍ରମା ପ୍ରକଳ୍ପ

ସରି ସରି ଆସୁଛି ୨୦୨୨ ମସିହା। ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥିଲା ଏହି ବର୍ଷଟି। ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉ, ଅବା ପ୍ରଳୟଙ୍କରୀ ବନ୍ୟା, ସବୁକିଛି ଢେର ଦିନ ଯାଏ ଜନମାନସକୁ ଆଚ୍ଛାଦିତ କରି ରଖିଥିଲା। ତେବେ ପୁରୀ କହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବୁଝାଏ। ୨୦୨୨ରେ ମଧ୍ୟ ମହାପ୍ରଭୁଙ୍କୁ ନେଇ ବେଶ୍ କିଛି ରୋଚକ ଘଟଣା ଘଟିଛି। କରୋନାଜନିତ କଟକଣା ଯୋଗୁ ଦୁଇବର୍ଷ ପରେ ବର୍ଷ ଆରମ୍ଭରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦଚିହ୍ନ ୨୦୨୨: ଚର୍ଚ୍ଚାରେ ଚିଲିକା ବିଧାୟକ

ଅଦୃଶ୍ୟ ଶତ୍ରୁ କରୋନା ପାଇଁ ଦୀର୍ଘ ଦୁଇ ବର୍ଷ କଟକଣା, ଭୟ ତଥା ସଂଶୟରେ କଟିଥିଲା। ଦୁର୍ଭାଗ୍ୟଜନକ ଭାବେ ‘୨୦୨୨’ ମଧ୍ୟ ସେହି କରୋନା ମହାମାରୀର ଭୟ ଓ ଆତଙ୍କ ଭିତରେ ଆରମ୍ଭ ହୋଇଥିଲା। କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଆତଙ୍କିତ ହୋଇଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତ‌ରେ ୨୦୨୨ରେ ଜିଲ୍ଲାବାସୀଙ୍କୁ କିଛି ଖୁସି ଖବର ବି ମିଳିଥିଲା। ଏବର୍ଷ ରେକର୍ଡ ୧୦ ଲକ୍ଷ ୭୪ ହଜାର ବିଦେଶାଗତ ପକ୍ଷୀ ଚିଲିକାକୁ ଆସିବାର […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥକାଠ ଅନୁକୂଳ ପାଇଁ ଗଲା ମାଳ, ମାହାର୍ଦ୍ଦ, ଲାଗି ଖଣ୍ଡୁଆ

ପୁରୀ : ରଥଯାତ୍ରାର ଆଦ୍ୟ ପର୍ବ ଆଜିଠାରୁ ଆରମ୍ଭ ‌ହୋଇଛି। ଆସନ୍ତାବର୍ଷର ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ କାଟିବାର ଅନୁମତି ମାଗିବାକୁ ଶ୍ରୀମନ୍ଦିର ପ୍ରଶାସନର ୪ଜଣିଆ ଦଳ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ନେଇ ସୋମବାର ଦିନ ନୟାଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। ନୟାଗଡ଼ ବନଖଣ୍ଡ ଭେଟି ରଥକାଠ ଅନୁକୂଳର ପୂର୍ବପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରତିବର୍ଷ ଭଳି ଆଜି ନୟାଗଡ଼ ବନଖଣ୍ଡ ଅଧୀନ ଗଣିଆ ବନାଞ୍ଚଳ ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ଏବେ କୋଭିଡ ନିୟନ୍ତ୍ରଣ ସ୍ଥିତିରେ ଅଛି: ଏସସିବି ପ୍ରଶାସିନକ ଅଧିକାରୀ

କଟକ: ଦେଶ ତଥା ରାଜ୍ୟରେ ଏବେ କୋଭିଡ ନିୟନ୍ତ୍ରଣରେ ସ୍ଥିତି ଅଛି । କିନ୍ତୁ ବିଶ୍ବର ଅନ୍ୟ ଦେଶରେ ବି.ଏଫ ୭ ଭାଇରସ ପ୍ରଭାବ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଆଗୁଆ ସତର୍କତା ଅବଲମ୍ବନ କରାଯାଉଛି । ଏହି କ୍ରମରେ କୋଭିଡ ଭିତ୍ତି ଭୁମିକୁ ନିରୀକ୍ଷଣ କରିବା ପାଇଁ ଆଜି ଠାରୁ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ତଥା ମେଡିକାଲ କଲେଜ ଗୁଡ଼ିକରେ ମକ ଡ୍ରିଲ କରାଯିବ। ତେବେ ଏହି ମକ ଡ୍ରିଲ ବା ପ୍ରସ୍ତୁତିର ଅନୁଧାନ […]

ରାଜନୀତି ରାଜ୍ୟ

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ରାଜ୍ୟପାଳ, ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୪ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାଷ୍ଟ୍ରୀୟ ସମାରୋହରେ ଉପସ୍ଥିତ ରହିବେ। ସୋମବାର ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୩ ପାଳନର ରୂପରଖେ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଟି ଭାରତୀୟଙ୍କ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୯ଦିନ ପରେ ଗୋଟିଏ ମେସିନରେ ଚାଳିଲା ଜୟପୁର କାଗଜକଳ

ଜୟପୁର: କଂଚାମାଲ ଅଭାବରୁ ଜୟପୁର ସେବା କାଗଜକଳ ଦୀର୍ଘ ୨୯ଦିନ ବନ୍ଦ ରହି ରବିବାର ଠାରୁ ଆରମ୍ଭ ହୋଇଛି। ତେବେ ଦୁଇଟି ମେସିନ୍ ବଦଳରେ ଗୋଟିଏରେ ଆରମ୍ଭ ହୋଇଥିବା ବେଳେ ଏବେ ବି ପୁର୍ଣ୍ଣମାତ୍ରାରେ ଚାଳି ପାରିନଥିବା ସୂଚନା ମିଳିଛି। ଗତ ମାସ ୨୭ତାରିଖ ଦିନ କାଠ, କୋଇଲା, କେମିକାଲ ସବୁ ସରିଯାଇଥିବାରୁ କାଗଜକଳ ବନ୍ଦ ରହିଥିଲା। ଶନିବାର ସଂଧ୍ୟାରେ ବୟଲରକୁ ଆରମ୍ଭ କରାଯାଇଥିବା ବେଳେ ରବିବାର ସକାଳରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ କାଗଳକଳ ଚାଳିବା ପରେ […]