ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲା: କେମିତି ୩ ଘଣ୍ଟାରେ ପୁଲିସ ଅଭିଯୁକ୍ତଙ୍କୁ ଧରିଲା
ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ବଲେନୋ କାର୍ଟି ସ୍କୁଟିରେ ଯାଉଥିବା ୨୦ ବର୍ଷୀୟା ମହିଳା ଅଞ୍ଜଳିଙ୍କୁ ଧକ୍କା ଦେଇ ତାଙ୍କୁ ୪ କିମି ଯାଏ ଘୋଷାରି ନେଇଥିଲା। ଡିସେମ୍ବର ୩୧ ତାରିଖ ରାତିରେ ଘଟିଥିବା ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିବାର ମାତ୍ର ତିନିଘଣ୍ଟା ଭିତରେ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ରାତ୍ରି ୨ଟା ୨୨ରେ ପୁଲିସ ଏକ ପିସିଆର୍ […]









