ସରିଲା କୋରାପୁଟ ରେଳ ପ୍ରକଳ୍ପର ବହୁ ଦୋହରୀକରଣ କାର୍ଯ୍ୟ
ଭୁବନେଶ୍ବର : ପୂର୍ବତଟ ରେଳପଥର କୋରାପୁଟ-ଜଗଦଲପୁର ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଓ ମାନବାର ରେଳ ଷ୍ଟେସନ ମଧ୍ୟରେ ଦ୍ବିତୀୟ ଲାଇନ୍, କୋରାପୁଟ-ରାୟଗଡ଼ା ରେଳ ଦୋହରୀକରଣ ପ୍ରକଳ୍ପର କୋରାପୁଟ-ଡୁମୁରିପୁଟ, ଡୁମୁରିପୁଟ-ମାନବାର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସରିଛି। ଏହି ପ୍ରକଳ୍ପଗୁଡ଼ିକର ନନ-ଇଣ୍ଟରଲକିଂ ଓ ସିଗନାଲ୍ ସିଷ୍ଟମର ସଂସ୍ଥାପନ ସହ ରେଳ ଟ୍ରାକଗୁଡ଼ିକୁ ସଂଯୋଗ ପାଇଁ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ତେଣୁ ନନ୍-ଇଣ୍ଟରଲକିଂ କାର୍ଯ୍ୟ ଲାଗି ଜାନୁଆରି ୬ ଓ ୭ରେ ମାନବାର ଷ୍ଟେସନରେ, ୮ ତାରିଖ […]









