ବିଶ୍ବ ରେକର୍ଡ କଲା: ୧୩୫୬୦ କିମି ଉଡ଼ିଲା ପକ୍ଷୀ
ନୂଆଦିଲ୍ଲୀ : ଆମେରିକାରେ ବସବାସ କରୁଥିବା ବାର୍ ଟେଲ୍ଡ ଗଡୱିଟ୍ ନାମକ ଏକ ପକ୍ଷୀ ବିଶ୍ବ ରେକର୍ଡରେ ନିଜକୁ ସାମିଲ କରିଛି। ୧୧ ଦିନରେ ଏହି ପକ୍ଷୀ ଆଲାସ୍କାରୁ ଅଷ୍ଟ୍ରେଲିଆର ତସମାନିଆ ପର୍ଯ୍ୟନ୍ତ ୧୩୫୬୦ କିମିର ଲମ୍ବା ଯାତ୍ରା କରିଛି। ସେ ଲଗାତାର ଉଡ଼ି ଚାଲିଥିବା ଏବଂ କୌଣସି ସ୍ଥାନରେ ଅଟକି ନଥିଲା। ଗଡ୍ୱିଟ୍ ପକ୍ଷୀ ତା’ର ଉଡ଼ାଣ ୧୩ ଅକ୍ଟୋବରରେ ଆଲାସ୍କାରୁ ଆରମ୍ଭ କରିଥିଲା ଏବଂ ୨୫ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା। ୫ଜି ସାଟେଲାଇଟ୍ ଟ୍ୟାଗ୍ […]









