ସ୍ୱାସ୍ଥ୍ୟ

ଅଧିକ ଅଣ୍ଡା ସେବନ କଲେ ଯାଇପାରେ ଜୀବନ: ଦିନକୁ କେତେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ଜାଣନ୍ତୁ

ଭୁବନେଶ୍ୱର ୦୪/୧୧ : ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ହିତକର। ଅଣ୍ଡାରେ ବହୁ ମାତ୍ରାରେ ପ୍ରୋଟିନ ରହିଛି। ତେବେ ଦିନକୁ କେତେଟି ଅଣ୍ଡା ଖାଇବା ଉଚିତ ତାହା ଜାଣିବା ମଧ୍ୟ ଆବଶ୍ୟକ। କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶର ଏକ ସହରରେ ମଜା ମଜାରେ ୫୦ଟି ଅଣ୍ଡା ଖାଇବା ପାଇଁ ସର୍ତ ଲାଗିଥିଲା। ଜଣେ ଯୁବକ ସର୍ତରେ ରାଜି ହୋଇ ଅଣ୍ଡା ଖାଇବା ଆରମ୍ଭ କରିଥିଲେ। ୪୨ଟି ଅଣ୍ଡା ଖାଇବା ପରେ ସେ ବେହୋସ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ […]