କଳା ଓ ସଂସ୍କୃତି ଧର୍ମ

ନବରାତ୍ରି ସମୟରେ କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଶୁଭ

ଭୁବନେଶ୍ୱର ୨୯/୦୯ : ହିନ୍ଦୁ ଧର୍ମରେ ନବରାତ୍ରି ପର୍ବର ବିଶେଷ ମହତ୍ତ୍ୱ ଅଛି। ପାଞ୍ଜି ଅନୁଯାୟୀ, ଏଥର ଶାରଦୀୟ ନବରାତ୍ରି ଅକ୍ଟୋବର ୭ ତାରିଖରୁ ଆରମ୍ଭ ହେବ ଓ ୧୫ ତାରିଖରେ ସମାପନ ହେବ। ନବରାତ୍ରି ସମୟରେ ୯ ଦିନ ଯାଏଁ ମା’ ଦୁର୍ଗାଙ୍କ ୯ ସ୍ୱରୂପ ପୂଜା ପାଇଥାନ୍ତି। ମା’ଙ୍କ ପାଖରେ ପ୍ରତିଦିନ ଭିନ୍ନ ଭିନ୍ନ ଭୋଗ ଲାଗିହୁଏ। ନବରାତ୍ରିରେ ୯ ଦିନରେ ପ୍ରତ୍ୟେକ ଦିନ ଅଲଗା ଅଲଗା ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ଆରାଧନା […]