କଳା ଓ ସଂସ୍କୃତି ଧର୍ମ

ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିବା ହୋଇଥାଏ ଶୁଭ: ନଜର ଆସିଲେ ହୋଇପାରନ୍ତି ମାଲାମାଲ

ଭୁବନେଶ୍ୱର ୨୩/୧୦ : ହିନ୍ଦୁ ଧର୍ମରେ ଦୀପାବଳିର ଅନେକ ମହତ୍ତ୍ୱ ଅଛି। ଦୀପାବଳି ପର୍ବ ଲଗାତାର ୫ ଦିନ ଯାଏଁ ପାଳନ କରାଯାଇଥାଏ। ଦୀପାବଳି ପାଇଁ ବହୁତ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ବୋଲି କୁହାଯାଏ। ମା’ ସ୍ୱାଗତ ପାଇଁ ଲୋକେ ଘର ସଫାସୁତୁରା କରିଥାନ୍ତି। ଦୀପାବଳିକୁ ନେଇ ଶକୁନ ଶାସ୍ତ୍ରରେ ମଧ୍ୟ କିଛି କଥା ପ୍ରଚଳିତ ଅଛି। ସବୁବେଳେ ନଜର ଆସୁଥିବା କିଛି ଜୀବଜନ୍ତୁ […]

କଳା ଓ ସଂସ୍କୃତି ଧର୍ମ

ଦୀପାବଳିରେ ନିଶ୍ଚୟ କରନ୍ତୁ ଏହି ୮ଟି କାମ : ବର୍ଷସାରା ମିଳିବ ଧନ

ଦେଶବ୍ୟାପି ଆଜି ଦୀପାବଳିର ପର୍ବ ପାଳନ କରାଯାଉଛି। ଆଜିର ଦିନ ସନ୍ଧ୍ୟା ଏବଂ ରାତ୍ରି ସମୟରେ ଶୁଭ ମୁହୂର୍ତ୍ତରେ ମା ଲକ୍ଷ୍ମୀ ଏବଂ ବିଘ୍ନହର୍ତ୍ତା ଭଗବାନ ଗଣେଶଙ୍କ ପୂଜା ଏବଂ ଆରାଧନା କରାଯାଇଥାଏ। ପୁରାଣ ଅନୁସାରେ,ମହା ଲକ୍ଷ୍ମୀ କାର୍ତ୍ତିକ ଅମାବାସ୍ୟା ରାତିରେ ସ୍ବୟଂ ଭୂଲୋକରେ ଆସିଥାନ୍ତି ଏବଂ ପ୍ରତି ଘରେ ପ୍ରବେଶ କରିଥାନ୍ତି। ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ବିଭିନ୍ନ ଉପାୟ କରାଯାଇଥାଏ। ଆସନ୍ତୁ ଜାଣିବା ଦୀପାବଳି ଦିନ କେଉଁ କାମ କରିବା ଦ୍ବାରା […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜନୀତି

ଏ ବର୍ଷ ଦୀପାବଳି ଜୈସାଲମେର୍ ସୀମାରେ ଯବାନଙ୍କ ସହ ପାଳନ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ସାରା ଦେଶରେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯଦିଓ ମହାମାରୀ କରୋନା ସଂକ୍ରମଣ‌ ପାଇଁ ଏ ବର୍ଷ ବାଣ ଫୁଟାଇବା ଉପରେ କଟକଣା ରହିଛି ମାତ୍ର ଦୀପାବଳି ପାଳନର ମାନସିକତା ଲୋକଙ୍କ ଭିତରେ ସେହିପରି ରହିଛି। ପିଠାମିଠାରେ ପାଳନ କରାଯିବ ଏ ବର୍ଷର ଦୀପାବଳି ଉତ୍ସବ। ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଜୈସାଲମେର୍ ସୀମାରେ ଯବାନଙ୍କ ସହ ମିଶି ଏ ବର୍ଷ ଦୀପାବଳି […]

କଳା ଓ ସଂସ୍କୃତି ଧର୍ମ

ଦୀପାବଳିରେ ନିଜ ରାଶି ଅନୁସାରେ ଏହି ରଙ୍ଗର ବସ୍ତ୍ର ପିନ୍ଧି କରନ୍ତୁ ପୂଜା, ଖୋଲିଯିବ ଧନର ଭଣ୍ଡାର

ଭୁବନେଶ୍ୱର ୧୨/୧୧ : ଦୀପାବଳି ସୁଖ ସମୃଦ୍ଧିର ପର୍ବ ବୋଲି କୁହାଯାଏ। ଦୀପାବଳି ଦିନ ରୀତିନୀତି ଅନୁସାରେ ମାତା ଲକ୍ଷ୍ମୀଙ୍କ ପୂଜା କଲେ ମା’ ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତଙ୍କ ଆର୍ଥିକ ସମସ୍ୟା ଦୂର କରନ୍ତି। କିନ୍ତୁ ବେଳେ ବେଳେ କିଛି ଲୋକ ପୂଜା ବେଳେ ଛୋଟ ଛୋଟ ଭୁଲ କରିବସନ୍ତି। ପୂଜା ସମୟରେ ଏହି ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ଆପଣଙ୍କ ଜୀବନରେ ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିବ। ମଣିଷ ଜୀବନରେ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଲକ୍ଷ୍ମୀପୂଜା ଓ କାଳୀପୂଜା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ, କୋଭିଡ଼ ନିୟମ ଭାଙ୍ଗିଲେ ୧ଲକ୍ଷ ଟଙ୍କା ଜରିମାନା

ଭଦ୍ରକ ୨୯।୧୦ : ଭଦ୍ରକରେ ଲକ୍ଷ୍ମୀପୂଜା ଓ ପ୍ରସିଦ୍ଧ କାଳୀପୂଜା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ବସିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଛି । ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା , ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ । ତେବେ ପୂଜା ପୂର୍ବରୁ ସମସ୍ତ ପୂଜା କମିଟି ଉପଜିଲ୍ଲାପାଳଙ୍କ ଠାରୁ ବିଧିବଦ୍ଧ ଅନୁମତି ନେବାକୁ ବାଧ୍ୟ । ମଣ୍ଡପ […]