୭୨ ଘଣ୍ଟାରେ ହେବାକୁ ଯାଉଛି ରାଜଯୋଗ, ଧନୀ ହେବେ ଏହି ୫ଟି ରାଶିର ବ୍ୟକ୍ତି
ଶନି ଦେବତାଙ୍କୁ ନ୍ୟାୟ ଏବଂ କର୍ମ ଫଳ ପ୍ରଦାନକର୍ତ୍ତା ବୋଲି କୁହାଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବତା ଅସନ୍ତୁଷ୍ଟ ହେଲେ ଏହା ଯେକୌଣସି ବ୍ୟକ୍ତିଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ସେହିଭଳି ଶନି ଦେବତା ସନ୍ତୁଷ୍ଟ ହେଲେ ନହେଉଥିବା କାମ ମଧ୍ୟ ଅତି ସହଜରେ ହୋଇଯାଇଥାଏ । ଶନି ଦେବତାଙ୍କ କୃପା ନହେଲେ କୌଣସି କାମ ସଫଳ ହୋଇନଥାଏ । ବିବାହ, ସନ୍ତାନ ଏବଂ ଧନ ପ୍ରାପ୍ତି ମଧ୍ୟ ହୋଇନଥାଏ । […]