ଦେବୀ ଦେଖିବାକୁ ବ୍ୟାକୁଳ ଶ୍ରଦ୍ଧାଳୁ
ଭୁବନେଶ୍ୱର : ପରଦା ପଛରେ ବିରାଜିଛନ୍ତି ମା’ ଦୁର୍ଗତିନାଶିନୀ। ରୁଦ୍ଧ ମଣ୍ଡପରୁ ସଞ୍ଚରି ଆସୁଛି ଦେବୀମନ୍ତ୍ର। ମାତ୍ର ଭକ୍ତ-ଭଗବାନଙ୍କ ମିଳନରେ ବାଧା ସାଜିଛି କରୋନା କଟକଣା। ପୁଲିସ୍ ପ୍ରଶାସନ ଯଦିଓ କଟକଣା ଲଦିଛି, ହେଲେ କିଛି ଶ୍ରଦ୍ଧାଳୁ ନିଜକୁ ଘରେ ଅଟକାଇ ପାରିନାହାନ୍ତି। ମା’ଙ୍କ ଦର୍ଶନ ନ ମିଳିଲେ ବି ମଣ୍ଡପ ଆଡ଼େ ବୁଲି ଆସିବାର ମୋହ ତାଙ୍କୁ ପୂଜା ମଣ୍ଡପ ଯାଏ ଟାଣି ଆଣୁଛି। କିଛି ବ୍ୟକ୍ତି ପୂଜାମଣ୍ଡପ ସମ୍ମୁଖରେ ଟହଲ ମାରୁଥିଲେ। ଭାବୁଥିଲେ, କାଳେ […]