ଦିଲ୍ଲୀରେ କରୋନାର ତୃତୀୟ ଲହରି, ମାନିଲେ କେଜ୍ରିଓ୍ୱାଲ୍
ନୂଆଦିଲ୍ଲୀ ୦୫।୧୧ : ସମୟ ଗଡିବା ସହ ନୂଆ ନୂଆ ଭୟ ସୃଷ୍ଟି କରୁଛି କରୋନା । ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୮୩ ଲକ୍ଷ ଅତିକ୍ରମ କରିସାରିଛି । କେବଳ ଦିଲ୍ଲୀରେ ମୋଟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଛି । ଗତ କିଛିଦିନ ମଧ୍ୟରେ ଦେଶର ରାଜଧାନୀରେ ଦ୍ରୁତ ଗତିରେ କରୋନା ରୋଗୀ ଦେଖାଦେଇଛନ୍ତି । ଏହାକୁ ନେଇ ଦିଲ୍ଲୀ ସରକାର ବିଶ୍ବାସ କରିଛନ୍ତି ଏହା ହେଉଛି କରୋନାର ତୃତୀୟ ଲହର […]