ଦଶହରା ଦିନ ଘରର ଦିଗକୁ ଏପରି କରନ୍ତୁ ସ୍ଥିର : ହେବେ ସୁଖୀ
ଦଶହରାର ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟ । ଏହି ଦିନ ଭଗବାନ ରାମ ରାବଣଙ୍କୁ ପରାଜିତ କରିଥିଲେ। କୁହାଯାଏ ଯେ ଦଶହରାରେ ମାଆ ଦୁର୍ଗା ମଧ୍ୟ ମହିଷାସୁର ରାକ୍ଷସଙ୍କୁ ବଧ କରିଥିଲେ। ଏହି ଦିନ ଦଶ ଦିଗପାଳଙ୍କ ପୂଜା କରାଯାଇଥାଏ। ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ଦଶହରା ଦିନ ଘରର ଦିଗକୁ ସ୍ଥିର କିପରି କରିବା ଏବଂ ଘରେ କିପରି ସୁଖ ଆଣିବା… – ଦଶହରା ଦିନ ଘରର ବ୍ରହ୍ମସ୍ଥାନରେ ଯଜ୍ଞ କରନ୍ତୁ। ଯଜ୍ଞ କରିବା […]