ରେଡ୍ର ଚତୁର୍ଥ ଓ ଗ୍ରିନ୍ର ଦ୍ବିତୀୟ ବିଜୟ କାଜଲଙ୍କ ଅର୍ଦ୍ଧଶତକ; ରାମେଶ୍ବରୀ ଓ ରୋସ୍ନାରାଙ୍କୁ ୩-୩ ୱିକେଟ୍
କଟକ: କିଟ୍ରେ ଚାଲିଥିବା ଏମ୍ଜିଏମ୍ ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ଲିଗ୍ର ଗୁରୁବାର ଦୁଇଟି ମ୍ୟାଚ୍ରେ ଓଡ଼ିଶା ରେଡ୍ ଓ ଓଡ଼ିଶା ଗ୍ରିନ୍ ବିଜୟ ହାସଲ କରିଛନ୍ତି। ଏଥି ସହିତ ପ୍ରଥମ ଦୁଇ ମ୍ୟାଚ୍ ହାରିଥିବା ରେଡ୍ ଦଳ ମୋଟ ୬ ମ୍ୟାଚ୍ ଖେଳି କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଥିଲା ବେଳେ ଗ୍ରିନ୍ ଦଳ ଲଗାତାର ଦୁଇଟି ପରାଜୟ ପରେ ପ୍ରଥମ ଏବଂ ମୋଟ ୬ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ହାସଲ କରିଛି। ରେଡ୍ ୧୬ ପଏଣ୍ଟ […]