ଖେଳ ଦେଶ ବିଦେଶ ରାଜ୍ୟ

ଭାରତ ଓ ସାଉଥ ଆଫ୍ରିକା ଖେଳାଳୀଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଖାଦ୍ୟ, ଜାଣନ୍ତୁ କଣ ସବୁ ଓଡ଼ିଆ ଖାଦ୍ୟ ରହିଛି ମେନୁରେ

ଭୁବନେଶ୍ୱର : ଆଉ କିଛି ସମୟ ପରେ ବାରବାଟୀ ଟି-୨୦ ମ୍ୟାଚ ପାଇଁ ଭାରତ ଓ ସାଉଥ ଆଫ୍ରିକାର ଖେଳାଳୀ ଓଡ଼ିଶାରେ ପହଞ୍ଚିବେ। ଏୟାରପୋର୍ଟରୁ ହୋଟେଲ ଯିବେ ଖେଳାଳୀ ତେବେ ସେମାନେ କଣ ଖାଇବେ ଏଥିପାଇଁ ଚର୍ଚ୍ଚା ଚାଲିଛି। ହୋଟେଲ ମେ ଫେୟାରରେ ଖେଳାଳୀଙ୍କ ଖାଇବାର ବନ୍ଦୋବସ୍ତ କରାଯାଇଥିବା ବେଳେ ସେମାନଙ୍କ ପାଇଁ କଣ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୋଇଛି ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଯାଇଛି । ପଞ୍ଚ ତାରକା ହୋଟେଲ ମେ ଫେୟାରର […]