ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ: ଖୋର୍ଦ୍ଧା ଜିଲ୍ଲାକୁ ନେଇ ବଢୁଛି ଚିନ୍ତା
ଭୁବନେଶ୍ୱର: ସାରା ରାଜ୍ୟରୁ ଏବେ କୋଭିଡ ପଜିଟିଭ ସଂଖ୍ୟାରେ ଧିରେ ଧିରେ ବଢିବାରେ ଲାଗିଛି । ଦିଲ୍ଲୀ ଏବଂ ମୁମ୍ବାଇରେ କରୋନା ସଂକ୍ରମଣ ଚିନ୍ତା ବଢାଇଥିବା ବେଳେ ଏବେ ଓଡିଶାରେ ମଧ୍ୟ ଏହାର ଭୟାବହତା ଆରମ୍ଭ ହୋଇଛି । ରାଜ୍ୟର ଦୈନିକ ସଂକ୍ରମଣ ଏବେ ୩୦୦ ପାର ହୋଇଛି । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ଏବେ ବଢିବାରେ ଲାଗିଛି । ଆଜି ମଧ୍ୟ କରୋନାରେ ୩୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । […]