ନାସିରୁଦ୍ଦିନ ଶାହଙ୍କ ପୁଅ ଭିଭାନ ଶାହ କରୋନାରେ ସଂକ୍ରମିତ : ରହିଛନ୍ତି ଆଇସୋଲେସନରେ
ମୁମ୍ବାଇ ୩/୧୧: ବଲିଉଡ ଅଭିନେତା ଭିଭାନ ଶାହ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଦିଗ୍ଗଜ ଅଭିନେତା ନାସିରୁଦ୍ଦିନ ଶାହଙ୍କ ପୁଅ। ଭିଭାନ ଶାହ କିଛି ଦିନ ହେବ ନିଜ ଓ୍ବେବ୍ ସିରିଜ ‘ଏ ସୁଟେବଲ୍ ବୟ’ର ପ୍ରମୋସନରେ ବ୍ୟସ୍ତ ଥିଲେ। ଏବେ ସୂଚନା ମିଳିଛି ଯେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଗତ ସପ୍ତାହରେ ଭିଭାନ୍ ଶାହଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥିଲା ଯାହା ପରେ ସେ କରୋନା ଟେଷ୍ଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ସେ […]