ଦେଶ ବିଦେଶ ମନୋରଞ୍ଜନ

ପ୍ରଦୂଷଣମୁକ୍ତ ବିସର୍ଜନ ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର : ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା‌‌ରେ ମୂର୍ତ୍ତି ବିସର୍ଜନ ବେଳେ ଗାଇଡ୍‌ଲାଇନ୍‌ ଅନୁସରଣ ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଡିସିପି, ଅତିରିକ୍ତ କମିସନର, ଜୋନାଲ୍ ଡେପୁଟି କମିସନର, ପୂଜା ଶାନ୍ତି କମିଟି ପ୍ରତିନିଧି ଓ ଏନ୍‌ଜିଓ ପ୍ରତିନିଧିଙ୍କୁ ନେଇ ସ୍ବତନ୍ତ୍ର କମିଟି ଗଠନ ହୋଇଛି। ମୂର୍ତି ବିସର୍ଜନରେ ଉଚ୍ଚ ନ୍ୟାୟାଳୟର […]