ପ୍ରକୃତ ବନ୍ଧୁ ଭାଗ୍ୟରେ ଥିଲେ ମିଳନ୍ତି: ବାତ୍ୟାରେ ଉଡିଯାଇଥିଲା ଘର ଛାତ, ସ୍କୁଲ ସାଙ୍ଗ ଦୀପାବଳିରେ ଉପହାର ଦେଲେ ନୂଆ ଘର
ଚେନ୍ନାଇ ୧୮/୧୧ : କଥାରେ ଅଛି ବିପଦରେ ଛିଡା ହେଉଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ସେଥିପାଇଁ ବନ୍ଧୁତାର ଅନେକ ମହତ୍ତ୍ୱ ରହିଛି। କିଛି ବନ୍ଧୁ ପିଲାଦିନୁ ଆଜୀବନ ବନ୍ଧୁ ହୋଇ ରୁହନ୍ତି। ଏହିଭଳି ବନ୍ଧୁ ସବୁ ଦୁଃଖ ସୁଖରେ ସାଙ୍ଗରେ ରୁହନ୍ତି। ଯେକୌଣସି ସମସ୍ୟା ହେଲେ ସେମାନେ ଆଗ ସାମ୍ନା କରନ୍ତି ଏବଂ ସବୁ ପ୍ରକାର ସାହାଯ୍ୟ ପାଇଁ ପ୍ରସ୍ତୁତ ଥାଆନ୍ତି। ଏମିତି ବନ୍ଧୁ ଭାଗ୍ୟରେ ଥିଲେ ମିଳନ୍ତି। ଏହିଭଳି ବନ୍ଧୁତ୍ୱର ଜୀବନ୍ତ ପରିଚୟ ଦେଇଛନ୍ତି […]
