ଭାରତରେ ୫.୫ ଲକ୍ଷ ବିକ୍ରି ଅତିକ୍ରମ କଲା ନେକ୍ସଟ ଜେନ୍ ଏର୍ଟିଗା
ଭୁବନେଶ୍ୱର ୧୮।୧୨ : ମାରୁତି ସୁଜୁକିର ଦମଦାର ଡିଜାଇନ୍, ସମ୍ବେଦନଶୀଳତା ଏବଂ ପ୍ରଯୁକ୍ତି ଦକ୍ଷତାର ପ୍ରମାଣ ହେଉଛି ଏର୍ଟିଗା । ଅତ୍ୟାଧୁନିକ ଷ୍ଟାଇଲ୍, ଆରାମ ଏବଂ ବିଭିନ୍ନ ପ୍ରକାର ପ୍ରଯୁକ୍ତିରେ ସୁସଜ୍ଜିତ ମାରୁତି ସୁଜୁକିର ନେକ୍ସଟ୍ ଜେନ୍ ଏର୍ଟିଗା ଭାରତର ନିୟୁତାଧିକ ଗ୍ରାହକଙ୍କ ହୃଦୟ ଜିତିଛି । ଏହି ଗାଡିଟି ଦେଶର ଏକ ନମ୍ବର ବିକ୍ରି ହେଉଥିବା ଏମ୍ପିଭିରେ ପରିଣତ ହୋଇଛି । ୫.୫ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଏହାକୁ ନେଇ ବିଗତ ଦୁଇ ବର୍ଷରେ ଏହା […]