ଯୌନ ନିର୍ଯାତନା ଅଭିଯୋଗ ପରେ ଭାଙ୍ଗିଯାଇଛି ପରିବାର
ଯୌନ ନିର୍ଯାତନା ଅଭିଯୋଗ ପରେ ଜୟସୂର୍ଯା କହିଛନ୍ତି, ‘ମୁଁ ଗତଏକମାସ ହେବ ମୋ ପରିବାର ସହିତ ଆମେରିକାରେ ଅଛି। ଖୁବ ଶୀଘ୍ର ଭାରତ ଯାଇ ଆଇନ ଅନୁଯାୟୀ ସମସ୍ତ ଅଭିଯୋଗର ଜବାବ ଦେବି। ନୂଆଦିଲ୍ଲୀ: ହେମା କମିଟିଙ୍କ ରିପୋର୍ଟ ସାମ୍ନାକୁ ଆସିବା ପରେ ମଲାୟାଲମ ସିନେମା ସମେତ ପ୍ରତ୍ୟେକ ଇଣ୍ଡଷ୍ଟ୍ରିରେ ଆଲୋଡ଼ ଖେଳି ଯାଇଛି। ଲୋକପ୍ରିୟ ମଲାୟାଲମ ଅଭିନେତା ଜୟସୂର୍ଯାଙ୍କ ବିରୋଧରେ ବି ଯୌନ ନିର୍ଯାତନା ସମେତ ଖରାପ ବ୍ୟବହାର କରିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ […]









