‘ପୋନିୟିନ୍ ସେଲଭାନ୍’ର BTS ପ୍ରୋମା ରିଲିଜ୍, ଚୋଳ ଯୋଦ୍ଧାରେ ନଜର ଆସିଲେ ବିକ୍ରମ
ମୁମ୍ଵାଇ ୨୫।୦୮: ପ୍ରସିଦ୍ଧ ନିର୍ଦ୍ଦେଶକ ମଣି ରତ୍ନାମଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପୋନିୟିନ୍ ସେଲଭାନ୍। ବର୍ତ୍ତମାନ ନିର୍ମାତା ପୋନିୟିନ୍ ସେଲଭାନ୍ ଫିଲ୍ମର ଏକ ଦମଦାର ଡ୍ୟାନ୍ସ ନମ୍ବରକୁ ଏକ ବିଟିଏସ୍ ପ୍ରୋମୋରେ ରିଲିଜ୍ କରିଛନ୍ତି । ପ୍ରୋମୋଟି ହେଉଛି CHOLA CHOLA । ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଚିଆନ୍ ବିକ୍ରମ ଉତ୍ସାହର ସହ ନାଚୁଥିବା ଦେଖିବାକୁ ମିଳିଛି। ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ପ୍ରୋମୋ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ଲକ୍ଷରୁ ଅଧିକ ଭ୍ୟୁ ମିଳିଛି। ବିକ୍ରମ […]