ପିକ୍ଅପ୍ ଭ୍ୟାନ୍ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ, ଡ୍ରାଇଭର ଫେରାର୍
ଆଠମଲ୍ଲିକ ୨୯।୦୮: ପିକଅପ୍ ଭ୍ୟାନ୍ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ। ଭ୍ୟାନ୍ ଛାଡ଼ି ଡ୍ରାଇଭର୍ ଫେରାର୍। ବନବିଭାଗ ଓ ପୋଲିସର ତଦନ୍ତ ଜାରି । ଖବର ଅନୁଯାୟୀ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ରାଜିଙ୍ଗ ଗାଁର କେନ୍ଦୁପତ୍ର ଚାଲାଣ ହେଉଥିଲା । ଏନେଇ ଖବର ମିଳିବା ପରେ ବନ ବିଭାଗ ଚଢାଉ କରିଥିଲା। ବନ କର୍ମଚାରୀଙ୍କୁ ଦେଖିବା ପରେ ଡ୍ରାଇଭର୍ ଗାଡି ଛାଡ଼ି ଫେରାର୍ ହୋଇଯାଇଥିଲା। ବନ ବିଭାଗ କେନ୍ଦୁପତ୍ର ବୋଝେଇ ପିକଅପ୍ ଭ୍ୟାନ୍କୁ ରେଞ୍ଜ୍ […]