କାନ୍ଥ କଣା କରି ମନ୍ଦିରରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଟେର୍ ପାଉନି ପୋଲିସ
ସାନଖେମୁଣ୍ଡି ୦୫।୦୯: ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି ଘଟଣା। ରାତି ସମୟରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଅଞ୍ଚଳବାସୀ । କିଏ ଘର ଛାତ ଉପରେ ଶୋଇଥିବା ବେଳେ ଘର କବାଟ ତାଡି ଲୁଟ ତ ବାରି ପଟେ ଚତୁରତାର ସହ ଚୋରି ହେବା ଘଟଣା ସାମ୍ନାକୁ ଆସୁଛି। ଆଉ ଏବେ ମନ୍ଦିରକୁ ଟାର୍ଗେଟ କରୁଛନ୍ତି ଚୋର। ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଚଷା ନିମଖଣ୍ଡିପେଣ୍ଠ ଠାକୁରାଣୀ ମନ୍ଦିର ହୁଣ୍ଡି […]