ପଶ୍ଚିମବଙ୍ଗରୁ ଚୋରାରେ ଚାଲାଣ ହେଉଥିଲା ଗୋରୁ, ଅଧାରାସ୍ତାରେ ଗାଡିକୁ ଜବତ କଲା ପୋଲିସ
ଜଳେଶ୍ୱର ୧୦।୦୯ : ଗୋରୁ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍ ଜବତ । ୧୮ ଗୋରୁ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜଘାଟ ଠାରେ ଜବତ ହୋଇଛି ଗାଡି । ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଧରାପଡିଲା ପିକ୍ଅପ୍ ଭ୍ୟାନ୍ । ଖବର ଅନୁଯାୟୀ, ଜଳେଶ୍ୱର ୬୦ନ ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଶହ ଶହ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି । ସବୁ ଜାଣି ବି ନିଦା ବିଷ୍ଣୁ ସାଜିଛି ସ୍ଥାନୀୟପୋଲିସ । […]