‘ସମ୍ବାଦ-ଆମ ଓଡ଼ିଶା’ ପ୍ରତିଯୋଗିତା: ବର୍ଷା ସତ୍ତ୍ବେ ଭାଗନେଲେ ୨ଲକ୍ଷରୁ ଅଧିକ
‘ସମ୍ବାଦ-ଆମ ଓଡ଼ିଶା’ ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିବର୍ଷ ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଓଡ଼ିଆ ଭାଷାଜ୍ଞାନ ପ୍ରତିଯୋଗିତା ଆୟୋଜନ କରିଥାଏ। ଏବର୍ଷ କିନ୍ତୁ ମହାମହିମ ରାଜ୍ୟପାଳଙ୍କ ପରାମର୍ଶରେ ‘ସମ୍ବାଦ’ ଏହାସହିତ ଆୟୋଜନ କରିଥିଲା ‘ଆଜାଦୀ କା ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା’। ଆମ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରିୟ ରାଜ୍ୟ ଓଡ଼ିଶାର ଭବିଷ୍ୟତକୁ ନେଇ କ’ଣ ସବୁ ସ୍ବପ୍ନ ଦେଖୁଛନ୍ତି ଜାଣିବା ପାଇଁ ରାଜ୍ୟପାଳ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ଏହାର ଉତ୍ତରରେ ସାରା […]