ମହଙ୍ଗା ପଡିଲା ଖବରୀ ସାଜିବା : ଫୋନ୍ କରି ଡାକିଲେ ପ୍ରେମୀଯୁଗଳ, ନିସ୍ତୁକ ପିଟିଲେ ଆଉ କାଟିଦେଲେ ନାକ
ଭୁବନେଶ୍ୱର ୨୭।୦୯ : ଖବରୀ ସାଜିବା ଜଣେ ଯୁବତୀଙ୍କୁ ପଡିଛି ମହଙ୍ଗା । ବାନ୍ଧବୀଙ୍କ ପୁରୁଷବନ୍ଧୁଙ୍କ ଖବରଅନ୍ତର ବାନ୍ଧବୀଙ୍କୁ ଜଣାଉଥିଲେ । ଶେଷରେ ବାନ୍ଧବୀ ପ୍ରେମିକ ସହ ମିଶି ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ପିଟିଲେ । ଶେଷରେ ତାଙ୍କ ନାକ କାଟିଦେଲେ । ଏଭଳି ଘଟଣା ଘଟିଛି ନୂଆପଲ୍ଲୀ ଥାନା ଏନ୍-୫ ପାର୍କ ସମ୍ମୁଖରେ । ଗୁରୁତର ଅବସ୍ଥାରେ ପୁଲିସ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।ଆକ୍ରମଣକାରୀ ପ୍ରେମୀଯୁଗଳଙ୍କୁ ଗିରଫ କରିବା ପାଇଁ ପୁଲିସ ତନାଘନା […]