ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
ମୁମ୍ବାଇ୨୯।୦୯ : ଟିଭି କ୍ଵିନ୍ ତଥା ଫିଲ୍ମ ନିର୍ମାତା ଏକତା କପୁରଙ୍କ ସମସ୍ୟା ବଢିବାର ଲାଗିଛି। ବିହାର କୋର୍ଟ ଉଭୟ ଏକତା ଏବଂ ତାଙ୍କ ମାଆ ଶୋଭାଙ୍କ ବିରୋଧରେ ଗିରଫ ମାମଲା ଜାରି କରିଛି। ୱେବ୍ ସିରିଜ୍ ‘ଟ୍ରିପଲ୍ ଏକ୍ସ’ ସଂପର୍କରେ କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଯେଉଁଥିରେ ଦେଶର ସୈନିକଙ୍କ ପତ୍ନୀ ଆପତ୍ତିଜନକ ଫଟୋ ଦେଖାଯାଇଛି । ଏହି ୱେବ୍ ସିରିଜକୁ ସେନା ପ୍ରତି ଅପମାନ ବୋଲି ବିଚାର କରି ଗତ […]