ଅପରାଧ ରାଜ୍ୟ

୨୬ ଦିନ ହେଲା ନିଖୋଜ ଥିଲେ: ଜଙ୍ଗଲରୁ ମହିଳାଙ୍କ କଙ୍କାଳ ଉଦ୍ଧାର

ଲାଞ୍ଜିଗଡ(କ୍ଷମାନିଧି ମହାଖୁଡ଼): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କୁଟ୍ରୁଗୁଡା ଗାଁର ଜନୈକା ମହିଳା ଅନୁସୂୟା ହରିଜନ(୨୨ବର୍ଷ)ପ୍ରାୟ ୨୬ ଦିନ ହେଲା ନିଖୋଜ ଥିଲେ।କଳାହାଣ୍ଡି ଜିଲ୍ଲା ସୀମାନ୍ତ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବାଲିଯୋଡ଼ି ଗାଁ ଜଙ୍ଗଲରୁ ତାଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଲାଞ୍ଜିଗଡ ବ୍ଳକ ବିଶ୍ଵନାଥପୁର ଥାନା କୁଟ୍ରାଗୁଡ଼ା ଗ୍ରାମର ଅନୁସୂୟା ହରିଜନଙ୍କୁ ଅମ୍ବାଦଳା ଥାନା କଦମ୍ବଗୁଡ଼ା ଗ୍ରାମର ରାହୁଲ କରକରିଆଙ୍କୁ କେରଳରେ ପ୍ରେମ ବିବାହ କରି ସେଠାରେ ଉଭୟ ରହି […]

ଅପରାଧ ରାଜ୍ୟ

ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ, ଓଡିଶା ହୋମ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର ୦୨।୧୦ : ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ । ଓଡିଶା ହୋମ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ନିର୍ଦ୍ଦେଶକ ଗିରଫ ହୋଇଛନ୍ତି । ଗିରଫ ନିର୍ଦ୍ଦେଶକଙ୍କ ନାମ ମନୋଜ ପଣ୍ଡା । ଖବର ଅନୁଯାୟୀ, ଗତ କିଛି ତଳେ ମନୋଜ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିଥିଲା ଇଓଡ଼ବ୍ଲ୍ୟୁ । ଆପାର୍ଟମେଂଟ ଓ ଫ୍ଲାଟ ଦେବା ନାଁରେ ୨୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଫ୍ଲାଟ ଓ […]

ଅପରାଧ ରାଜ୍ୟ

ରେଳ ଷ୍ଟେସନରୁ ୫ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ, ତଦନ୍ତ କରୁଛି ଆରପିଏଫ୍‌

ଭୁବନେଶ୍ୱର ୦୨।୧୦ : ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ। ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଅଟକ ରଖିଲା ଆରପିଏଫ। ଚଳନ୍ତା ଟ୍ରେନ ଓ ଷ୍ଟେସନରେ ସେମାନେ ଚୋରି କରୁଥିଲେ। ସେମାନଙ୍କ ଠାରୁ ମହିଳାଙ୍କ ଭ୍ୟାନଟି ବ୍ୟାଗ, ସୁନା ଚେନ, ମୋବାଇଲ ସହ ଚୋରି ସାମଗ୍ରୀ ଜବତ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବଂ ଅପରାଧ ସଂପର୍କରେ ଆରପିଏଫ୍ ସେମାନଙ୍କୁ ପଚରାଉଚରା କରୁଛି।

ଅପରାଧ ରାଜ୍ୟ

କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ରାସ୍ତାରେ ଚାଲିଛି ଅବରୋଧ

ଆନନ୍ଦପୁର ୦୨।୧୦ : କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । କେନ୍ଦୁଝର ଜିଲ୍ଲା ହାଟଡିହି ଓ ଆନନ୍ଦପୁର ଶୈଲଙ୍ଗ ଛକ ନିକଟରେ ରାସ୍ତା ବନ୍ଦ କରି ଆନ୍ଦୋଳନ କରୁଛନ୍ତି କର୍ମଚାରୀ । ଖବର ଅନୁଯାୟୀ, ଆନନ୍ଦପୁର ଉପଖଣ୍ଟ ହାଟଡିହି ଠାରେ ଥିବା Ecart ନାମକ ଏକ ଘରୋଇ କୋରିୟର ସଂସ୍ଥାରେ କାମ କରୁଥିଲେ ଆଶିଷ ବେହେରା । କିନ୍ତୁ ଶନିବାର ଦିନ ତାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ପାର୍ସଲ ଦେଇ ଫେରୁଥିବା ସମୟରେ […]

ଅପରାଧ ରାଜ୍ୟ

ଅଢେଇ କୋଟି ଟଙ୍କାର ସୁନା ଓ ରୂପା ଜବତ, ଜିଏସ୍‌ଟି ଫାଙ୍କି ହେଉଥିଲା ଚାଲାଣ !

ବ୍ରହ୍ମପୁର ୦୨।୧୦ : ବିପୁଳ ପରିମାଣର ସୁନା ସହ ରୂପା ଜବତ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ ଦ୍ୱାରା ୩ କେଜି ସୁନା ଏବଂ ୧୭ କେଜି ରୂପା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଗାଡି ଚାଳକ ସହ ତିନି ଜଣଙ୍କ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଦର ଅଞ୍ଚଳକୁ ଆସୁଥିଲା ଏକ୍‌ କାର […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ

କଟକ ୦୨। ୧୦ : ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଶେଷରେ ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ରବିବାର ସକାଳୁ କଟକ ସ୍ଥିତ ଶାଶୂ ଘର ଛାଡିଛନ୍ତି ଅଭିନେତ୍ରୀ ବର୍ଷା । କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ଖବର ଅନୁଯାୟୀ, ଅକ୍ଟୋବର ୩୦ ତାରିଖ ସୁଦ୍ଧା ଶାଶୂ ଘର ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହିପ୍ରରିପେକ୍ଷୀରେ ଏବେ ସେ ଘର ଛାଡିଛନ୍ତି । […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ପୀଠରେ ଆଜି ଅଷ୍ଟମୀ ପୂଜା, ମଣ୍ଡପରେ ମହାସପ୍ତମୀ ; ମା’ ଝଙ୍କଡ଼ ଶାରଳାଙ୍କ ମହିଷାମର୍ଦ୍ଦିନୀ ବେଶ

ଜଗତସିଂହପୁର ୦୨।୧୦ : ରବିବାର ବିଭିନ୍ନ ଶକ୍ତି ପୀଠରେ ପାଳିତ ହେଉଛି ପବିତ୍ର ମହାଷ୍ଟମୀ । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣର ଆଜି ଅନ୍ତିମ ଦିବସ । ସେହିପରି ଭାବରେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ପାଳିତ ହୋଉଛି ମହାଷ୍ଟମୀ । ତେବେ ଆଜି ମା’ ଶାରଳା ମହିଷାମର୍ଦ୍ଧିନୀ ବେଶରେ ସୁସଜ୍ଜିତ ହେବା ସହ ମା’ଙ୍କ ନିକଟରେ ମଧ୍ୟରାତ୍ରୀରେ ୧୦୮ ପଣା ହାଣ୍ଡି ବଳି ପ୍ରଦାନ ସହିତ ଓ ସନ୍ଧି […]

ଅପରାଧ ରାଜ୍ୟ

ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ

ଲମତାପୁଟ ୦୨।୧୦ : ପୋଲିସକୁ ପୁଣି ସଫଳତା । କାର୍‌ରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୩ ଜଣଙ୍କୁ ମାଡ଼ିବସିଲା ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଯଲାପୁଟ ଅଞ୍ଚଳରେ ପାଟ୍ରୋଲିଂ କରିଥିବା ବେଳେ ଶଗର ଗାଁ ନିକଟରେ ଏକ କାରକୁ ଅଟକାଇଥିଲେ। ଗାଡିକୁ ଯାଞ୍ଚ୍ ବେଳେ ଡିକିରୁ ବିପୁଳ ପରିମାଣରେ ଗଞ୍ଜେଇ […]

ଅପରାଧ ରାଜ୍ୟ

ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ

ଭୁବନେଶ୍ୱର ୦୨।୧୦ : ପାର୍ବଣ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଥିଲେ ମଧ୍ୟ ରାଜଧାନୀର କିଛି ବାର୍ ଏହାକୁ ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳିଛି। ସବୁଦିନିଆ ଚେକିଂ ପରେ ମଧ୍ୟ ବାଟକୁ ଆସୁନାହାନ୍ତି ବାର୍ ମାଲିକ। ରାତି ୧୨ଟାପରେ ବାର୍ ଚେକିଂରେ ପୋଲିସ ନକେଦାମ। ଲାଇସେନ୍ସର ହେଉଛି ଅପବ୍ୟବହାର। ତେବେ ଚନ୍ଦ୍ରଶେଖରପୁର ଥାନା ଏବଂ ଇନ୍ଫୋସିଟି ଥାନା ଅଞ୍ଚଳରେ ଏକକାଳୀନ ସମସ୍ତ ବାର୍ ରେ ରେଡ୍ ହୋଇଛି। ରେଡ୍ ରେ ସାମିଲ ଥିଲେ […]

ଦେଶ ବିଦେଶ ମନୋରଞ୍ଜନ

ହଲିଉଡ୍‌ର ବିଗ୍‌ ବଜେଟ୍‌ ୱେବ୍‌ ସିରିଜ୍‌ରେ ଏଣ୍ଟ୍ରି କଲେ ଶ୍ରୁତି, ଏହି ଚରିତ୍ରରେ ଆସିବେ ନଜର

ମୁମ୍ଵାଇ ୦୧।୧୦: ଅଭିନେତ୍ରୀ ତଥା ଗାୟକ ଶ୍ରୁତି ହାସନ ଅନ୍ତର୍ଜାତୀୟ ଅଡିଓ ଡ୍ରାମା “ସ୍ୟାଣ୍ଡମ୍ୟାନ୍: ଆକ୍ଟ ଥାର୍ଡ” ରେ ତାଙ୍କ ସ୍ୱର ସହିତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ଶ୍ରୁତି ତାଙ୍କର ଇଂରାଜୀ ଏକଲ ‘ଶି ଇଜ୍‌ ଏ ହିରୋ’ ରିଲିଜ୍ ହେବାର କିଛି ଦିନ ପରେ ଆସିଥିଲା। ଯାହାକୁ ଦର୍ଶକ ଏବଂ ସମାଲୋଚକମାନେ ଏହି ସଂଗୀତକୁ ଖୁବ୍‌ ପସନ୍ଦ କରିଥିଲେ। ନ୍ୟୁୟର୍କ ଟାଇମ୍ସର ସର୍ବଶ୍ରେଷ୍ଠ ବିକ୍ରୟ, ମଲ୍ଟି-ପାର୍ଟ ଅଡିଓ ଡ୍ରାମା ସିରିଜର ତୃତୀୟ କିସ୍ତି […]