ମାଳିପଦର ଏନ୍କାଉଣ୍ଟର୍ ସନ୍ଦେହ ବଢ଼ାଇଲା: ଗଞ୍ଜେଇ ଚାଲାଣ ବେଳେ ଗୁଳିମାଡ଼!
ଜୟପୁର : ମାଓବାଦୀ ନୁହନ୍ତି, ଗଞ୍ଜେଇ ଚାଲାଣ ବେଳେ ଗୁଳିମାଡ଼ କରାଯାଇଛି। ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଳିପଦର ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରକୁ ନେଇ ଏଭଳି ସଂଗିନ୍ ଅଭିଯୋଗ କରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ସରଗିଗୁଡା ଗ୍ରାମବାସୀ। ସେହିପରି ଗତ ୧୦ତାରିଖ ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାରେ ସୁରକ୍ଷା କର୍ମୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ପୁଲିସ ଆଜି ଶବ ହସ୍ତାନ୍ତର କଲେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଗତକାଲି […]









