ଅପରେସନ ଗ୍ରୀନ୍ କ୍ଲିନ୍, ୩୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ
ଲମତାପୁଟ ୨୩।୧୧ : ଅପରେସନ ଗ୍ରୀନ୍ କ୍ଲିନ୍। ୩୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ। କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ଼ ପଦକ୍ଷେପ ନେଇଛି । ଅପରେସନ ଗ୍ରୀନ କ୍ଳିନରେ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଅଭିଯୁକ୍ତ ଚାଷୀଙ୍କୁ ଗିରଫ କରିଛି ପୋଲିସ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗଡ଼ିହଞ୍ଜର ପଞ୍ଚାୟତ ଏନୁଙ୍ଗୁ ଗାଁରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ। ମାଓ ପ୍ରଭାବିତ ଅଞ୍ଚଳ […]









