Digital Rupee: ପ୍ରଥମ ଦିନରେ ଏତିକି କୋଟିର କାରବାର, ଏହି ୪ ବ୍ୟାଙ୍କ୍ରେ ରହିଛି କରେନ୍ସୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଳୀ, ୨/୧୨: ଦେଶରେ ୧ ଡିସେମ୍ବର ଠାରୁ ଡିଜିଟାଲ ମୁଦ୍ରାର ପାଇଲଟ୍ ସଫଳତାପୂର୍ବକ ଲଞ୍ଚ କରାଯାଇଛି। ରିଜର୍ଭ ବ୍ୟାଙ୍କ୍ ପ୍ରଥମ ଦିନରେ ୧.୭୧ କୋଟି ଟଙ୍କା ଜାରି କରିଛି। ପାଇଲଟ ପ୍ରୋଜେକ୍ଟରେ ସାମିଲ୍ ଚାରି ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ସହର ପାଇଁ […]









