୨୦୨୩ ଡିସେମ୍ବରରେ ‘ଏଡୁ ଇନ୍ଭେଷ୍ଟ କନକ୍ଲେଭ୍’
ଭୁବନେଶ୍ବର: ଶିଳ୍ପ ପରି ଗଣଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟଶିକ୍ଷା ଓ କୃଷିଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଓଡ଼ିଶାରେ ଏଡୁ ଇନ୍ଭେଷ୍ଟ କନକ୍ଲେଭ୍ ଅନୁଷ୍ଠିତ ହେବ। ୨୦୨୩ ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି କନକ୍ଲେଭ୍ ଆୟୋଜନ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନ, କର୍ମଶାଳା, ଆଲୋଚନାଚକ୍ର, ପ୍ରଦର୍ଶନୀ, ଇନ୍ଭେଷ୍ଟ କର୍ଣ୍ଣର ଆଦି ରହିବ। ୩ଦିନ ଧରି ହେବାକୁ ଥିବା ଏହି […]









