ଭାରତରେ ବାହାରିଲା ଚୀନ୍ର ନୂଆ ଭେରିଆଣ୍ଟ୍: ଆଜି କୋଭିଡ୍ ପରିସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଚୀନ୍ରେ ଦ୍ରୁତ ବେଗରେ ସଂକ୍ରମଣ କରାଉଥିବା ଓମିକ୍ରନ୍ ଭୂତାଣୁର ସବ୍-ଭେରିଆଣ୍ଟ୍ ‘ବିଏଫ୍.୭’ର ଚାରିଟି ମାମଲା ଭାରତରେ ଚିହ୍ନଟ ହେବାରୁ ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍ ପରିସ୍ଥିତି ସମୀକ୍ଷା କରିବେ। ଦେଶରେ ଚିହ୍ନଟ କରାଯାଇଥିବା ୪ଟି ‘ବିଏଫ୍.୭’ରୁ ୨ଟି ମାମଲା ଗୁଜରାଟ ଓ ୨ଟି ଓଡ଼ିଶାରେ ଚିହ୍ନଟ ହୋଇଛି। ଏହି ମାମଲା ସବୁ ଜୁଲାଇ, ସେପ୍ଟେମ୍ବର ଏବଂ ନଭେମ୍ବର ମାସରେ ଚିହ୍ନଟ ହୋଇଥିଲା। ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି […]









