ଦିଲ୍ଲୀରେ ଡବଲ ମର୍ଡର: ପତ୍ନୀ ଓ ବନ୍ଧୁଙ୍କୁ ହତ୍ୟା
ନୂଆଦିଲ୍ଲୀ : ଅନୈତିକ ସମ୍ପର୍କରେ ଲିପ୍ତ ଥିବା ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ତାଙ୍କ ବନ୍ଧୁଙ୍କୁ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ପୁଲିସର ସୂଚନାନୁସାରେ, ହତ୍ୟାକାଣ୍ଡର ମାତ୍ର ୬ ଘଣ୍ଟା ମଧ୍ୟରେ ଏହାର ରହସ୍ୟ ଉନ୍ମୋଚିତ ହୋଇଛି। ଡିସେମ୍ବର ୩୦ରେ ପୁଲିସକୁ ସୂଚନା ମିଳିଥିଲା ଯେ ଜଣେ ୩୦ ବର୍ଷୀୟା ମହିଳା ଏବଂ ଜଣେ ପୁରୁଷ ଗୁରୁତର ଆହତ ହୋଇ ଅରବିନ୍ଦ ମାର୍ଗର […]









