ଦେଶ ବିଦେଶ

ସନ୍ୟାସ ନେବେ ମାୟାବତୀ !: କହିଲେ ମୋତେ ରାଷ୍ଟ୍ରପତି କରିବା ଗୁଜବ ମଧ୍ୟ ଥିଲା…

ରାଜନୀତିରୁ ଅବସର ନେବା ଦାବି ଉପରେ ବିଏସପି ମୁଖ୍ୟ ମାୟାବତୀ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ବିଏସପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ମାୟାବତୀଙ୍କ ନୂତନ ବିବୃତି ଅନେକ ସଙ୍କେତ ଦେଉଛି। ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଏକ ବଡ଼ ବିବୃତି ଦେଇଛନ୍ତି। ସେ ବର୍ତ୍ତମାନ ବିଏସପି ଛାଡିବେ ବୋଲି ହେଉଥିବା ଚର୍ଚ୍ଚା ନେଇ ମାୟାବତୀ ପ୍ରତିକ୍ରିୟା ଦେଇଛନ୍ତି। ତେବେ […]

ଦେଶ ବିଦେଶ

୪୪ ଜଣିଆ ପ୍ରାର୍ଥୀ ତାଲିକା ଫେରାଇ ନେଇ ‘ସ୍ପେଶାଲ୍-୧୫’ ପ୍ରକାଶ କଲା ବିଜେପି

ପୂର୍ବାହ୍ନରେ ବିଜେପି ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିବା ବେଳେ ଏହି ତାଲିକା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରାଯାଇଥିଲା। ଏହା ପରେ ତାଲିକାରେ କିଛି ସଂଶୋଧନ ପରେ ଏହାକୁ ପୁନଃପ୍ରକାଶ କରାଯିବ ବୋଲି କୁହାଯାଇଥିଲା। ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ଏକ ନୂତନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି। ପୂର୍ବାହ୍ନରେ ବିଜେପି […]

ଦେଶ ବିଦେଶ

ପରବର୍ତ୍ତୀ ଶାନ୍ତି ଆଲୋଚନା ପାଇଁ ଭାରତ ଉପଯୁକ୍ତ ସ୍ଥାନ ହୋଇପାରେ : ଜେଲେନସ୍କି

ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପରବର୍ତ୍ତୀ ଶାନ୍ତି ଚୁକ୍ତି ବୈଠକ ପାଇଁ ଭାରତ ଏକ ଭଲ ସ୍ଥାନ ହୋଇପାରେ। ଶେଷ ଥର ପାଇଁ ସ୍ୱିଜରଲ୍ୟାଣ୍ଡରେ ଶାନ୍ତି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କିବ୍ : ଗତ ଅଢ଼େଇ ବର୍ଷ ଧରି  ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନାଁ ନେଉନାହିଁ। ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ଜାରି ରହିଛି । ତେବେ ଭାରତର […]

ଦେଶ ବିଦେଶ

ୟୁକ୍ରେନ ଦେଲା କଡ଼ା ଜବାବ୍: ୯/୧୧ ଭଳି ୩୮ ମହଲା କୋଠାରେ କଲା ବୋମାମାଡ଼…

ପୂର୍ବରୁ, ୟୁକ୍ରେନ ଯୁଦ୍ଧରେ ରୁଷିଆଠାରୁ ପଛରେ ଥିଲା। କିନ୍ତୁ ବର୍ତ୍ତମାନ ୟୁକ୍ରେନ ଆଗରେ ଚାଲୁଛି। ୟୁକ୍ରେନ ସେନା ରୁଷିଆର ସାରାତୋଭ ସହରର ସବୁଠାରୁ ବଡ଼ ୩୮ ମହଲା କୋଠା ଉପରେ ଡ୍ରୋନ୍ ସାହାଯ୍ୟରେ ୯/୧୧ ଭଳି ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ରୁଷିଆର ଏହି କୋଠା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। କିଭ୍/ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି। ପୂର୍ବରୁ, ୟୁକ୍ରେନ ଯୁଦ୍ଧରେ ରୁଷିଆଠାରୁ ପଛରେ ଥିଲା। କିନ୍ତୁ ବର୍ତ୍ତମାନ ୟୁକ୍ରେନ ଆଗରେ ଚାଲୁଛି। […]

ରାଜ୍ୟ

କଳିଙ୍ଗ ବିହାରରେ ହେବ ସାପ୍ତାହିକ ହାଟ: ପ୍ରକଳ୍ପସ୍ଥଳ ବୁଲିଦେଖିଲେ କମିସନର

କଳିଙ୍ଗବିହାର ସାପ୍ତାହିକ ହାଟ ହେବା ପରେ ମୁଖ୍ୟ ରାସ୍ତାରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟା ଦୂର ହେବ। ପରିବା ଓ ଅନ୍ୟାନ୍ୟ ବ୍ୟବସାୟୀମାନେ ଖରା ଓ ବର୍ଷାରେ ସୁରକ୍ଷିତ ଭାବେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବେ। ରାଉରକେଲା: କଳିଙ୍ଗ ବିହାର ମୁଖ୍ୟ ରାସ୍ତାରୁ ପରିବା ବ୍ୟବସାୟୀ ହଟିବେ। ଟ୍ରାଫିକ୍‌ ସମସ୍ୟା ଏଡାଇବାକୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କଳିଙ୍ଗବିହାର ସଙ୍କଟମୋଚନ ମନ୍ଦିର ନିଟସ୍ଥ ଖାଲି ସ୍ଥାନରେ ସାପ୍ତାହିକୀ ହାଟ ନିର୍ମାଣ କରିବାକୁ ଯାଉଛି। ଆର୍‌ଏମ୍‌ସି କମିସନର […]

ରାଜ୍ୟ

ବାଧକ ସାଜିଲା କୋହଲାପାଗ: ‌ଓହ୍ଲାଇପାରିଲାନି ରାଜ୍ୟପାଳଙ୍କ ବିମାନ

କୋହଲାପାଗ ଯୋଗୁ ରାଉରକେଲା ବିମାନବନ୍ଦରରେ ବିମାନ ଅବତରଣ କରିପାରି ନ ଥିଲା। ଆକାଶରେ ଚକ୍କର କାଟି ଶେଷରେ ରାଜ୍ୟପାଳଙ୍କ ବିମାନ ଭୁବନେଶ୍ବର ଫେରିଯାଇଥିଲା। ବିମାନବନ୍ଦରରେ ସୁନ୍ଦରଗଡ଼ ଜିଲ୍ଲାପାଳ, ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ ଓ ବିଜେପିର ବହୁ ନେତାମାନେ ସ୍ବାଗତ ଜଣାଇବାକୁ ଅପେକ୍ଷା କରିଥିଲେ। ରାଉରକେଲା: ରାଜ୍ୟପାଳ ରଘୁବର ଦାସଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ବାତିଲ ହୋଇଛି। କୋହଲାପାଗ ଯୋଗୁ ରାଉରକେଲା ବିମାନବନ୍ଦରରେ ବିମାନ ଅବତରଣ କରିପାରି ନ ଥିଲା। ଆକାଶରେ ଚକ୍କର କାଟି ଶେଷରେ ରାଜ୍ୟପାଳଙ୍କ ବିମାନ […]

ରାଜ୍ୟ

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ୧୬ତମ ବଳିଦାନ ଦିବସ ଅବସରରେ ରାଜଧାନୀରେ ବିଶାଳ ଗଣଦୌଡ଼

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ ଅବସରରେ ରାଜଧାନୀ ଭୁବନେଶ୍ବରରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଏଥିରେ ବହୁ ସାଧୁସନ୍ଥ ଏବଂ  ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଅନୁଗାମୀ ଯୋଗ ଦେଇଥିଲେ। ଭୁବନେଶ୍ବର/ଫୁଲବାଣୀ/ତୁମୁଡ଼ିବନ୍ଧ: ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ ଅବସରରେ ରାଜଧାନୀ ଭୁବନେଶ୍ବରରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଏଥିରେ ବହୁ ସାଧୁସନ୍ଥ ଏବଂ  ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଅନୁଗାମୀ ଯୋଗ ଦେଇଥିଲେ। ଏହି ବିଶିଷ୍ଟ ବ୍ୟକ୍ତିମାନେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ […]

ରାଜ୍ୟ

ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ

ବାର୍ଡ ଫ୍ଲୁକୁ ନେଇ ସ୍ଥିତି ଚିନ୍ତାଜନକ ରହିଛି। ଏଣୁ ଏବେ କିଛି ଦିନ ପାଇଁ ଚିକେନ୍ ନ ଖାଇବା ଭଲ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ମତ ରଖିଛନ୍ତି। ସେ କହିଛନ୍ତି, ବାର୍ଡ ଫ୍ଲୁକୁ ନେଇ ଜିଲ୍ଲା ମାନଙ୍କୁ ମାର୍ଗଦର୍ଶିକା ଦିଆଯାଇଛି। ଭୁବନେଶ୍ବର: ବାର୍ଡ ଫ୍ଲୁକୁ ନେଇ ସ୍ଥିତି ଚିନ୍ତାଜନକ ରହିଛି। ଏଣୁ ଏବେ କିଛି ଦିନ ପାଇଁ ଚିକେନ୍ ନ ଖାଇବା ଭଲ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ମତ ରଖିଛନ୍ତି। ସେ […]

ରାଜ୍ୟ

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାହୁଲ ନବୀନ

ତିନିଦିନିଆ ଓଡ଼ିଶା ଗସ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ରାହୁଲ ନବୀନ। ସେ ଆସନ୍ତାକାଲି ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ। ସେ କଟକ ଓ ଭୁବନେଶ୍ବରରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେବେ। ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ରାହୁଲ ନବୀନ। ସେ ଆସନ୍ତାକାଲି ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ। ସେ କଟକ ଓ ଭୁବନେଶ୍ବରରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେବେ।  ଏହାଛଡ଼ା ଆସନ୍ତା ୨୮ ତାରିଖରେ […]

କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ଯେଉଁ ସ୍ତ୍ରୀ ଏହି ଦୁଇଟି ଜିନିଷର ଦାନ କରିଥାଏ ସେହି ହୋଇଯାଏ ଦରିଦ୍ର । ଜାଣି ନିଅନ୍ତୁ ।

ଦାନ ଧର୍ମ କରିବା ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଯେଉଁ ମଣିଷ ସମୟ ସମୟରେ ଦାନ ଧର୍ମ କରଥାଏ ତାର କେବେ ଦୁର୍ଗତି ହୋଇ ନଥାଏ । ଗରୁଡ଼ ପୁରାଣ ଅନୁଯାୟୀ ଦାନ ଧର୍ମ କରୁଥିବା ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ମନୁଷ୍ୟ ଜୀବନକୁ ଆସିବାକୁ ଯାଉଥିବା ସଙ୍କଟ ଦାନ କରିବା ଦ୍ୱାରା ନଷ୍ଟ ହୋଇଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଜୀବନକୁ ସଙ୍କଟ ଆସିବା ପୂର୍ବରୁ ହିଁ ତାହା ଜଣା ପଡ଼ିଯାଏ […]