କଳା ଓ ସଂସ୍କୃତି ଧର୍ମ

ପାପରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ କରନ୍ତୁ ଏହି ବ୍ରତ : ଦୂର ହେବ ଅଭିଶାପର ପ୍ରଭାବ

ନିର୍ଜଳା ଏକାଦଶୀ ପରେ ଏବଂ ଦେବଶୟନୀ ଏକାଦଶୀ ପୁର୍ବରୁ ଆଷାଢ଼ ମାସରେ କୃଷ୍ଣ ପକ୍ଷ ସମୟରେ ଯୋଗିନୀ ଏକାଦଶୀ ଆସିଥାଏ। ଏହି ଏକାଦଶୀରେ ଭଗବାନ ଶ୍ରୀ ହରିଙ୍କ ଶ୍ରଦ୍ଧାପୂର୍ବକ ଆରାଧନା କରିବା ଦ୍ବାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ଏହି ଏକାଦଶୀ ବ୍ରତର ମଧ୍ୟ ସେତିକି ମହତ୍ତ୍ବ ରହିଛି ଯେତେ ୮୮ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇବାର ହୋଇଥାଏ। ଏହି ବ୍ରତର ପ୍ରଭାବରେ କେହି ଦେଇଥିବା ଅଭିଶାପର ନିବାରଣ ହୋଇଥାଏ। ଏହି ଏକାଦଶୀ ରୋଗ ଦୂର କରି ସୁନ୍ଦର […]