ଭଗବାନଙ୍କ ୩ ସ୍ୱରୂପ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ମଧ୍ୟରେ ବିଷ୍ଣୁଙ୍କୁ କାହିଁକି କୁହାଯାଏ ଶ୍ରେଷ୍ଠ ?
ଭଗବାନଙ୍କୁ ତିନୋଟି ସ୍ୱରୂପରେ ବର୍ଣ୍ଣନା କରାଯାଇଛି। ଏହିଗୁଡିକ ହେଲା ବ୍ରହ୍ମା, ବିଷ୍ଣୁ ଓ ମହେଶ। ବ୍ରହ୍ମା ସୃଷ୍ଟିର ସଂରଚନା କରିଛନ୍ତି, ବିଷ୍ଣୁ ପାଳନ ଓ ମହେଶ ଅର୍ଥାତ ମହାଦେବ ଶିବ ସୃଷ୍ଟିର ବିନାଶ କରନ୍ତି। ବଷ୍ଣୁର ଆକ୍ଷରିକ ଅର୍ଥ ହେଉଛି ଯାହା ସବୁରେ ବ୍ୟାପ୍ତ ତାହାହିଁ ବିଷ୍ଣୁ। ବିଷ୍ଣୁଙ୍କ ସ୍ୱରୂପ ଚତୁର୍ଭୁଜ। ଦୁଇ ହାତରେ ଶଙ୍ଖ ଓ ପଦ୍ମଫୁଲ ଶୋଭିତ ହେଉଥିବା ବେଳେ ଦୁଇ ହାତରେ ଗଦା ଓ ଚକ୍ର ଭଳି ଦୁଇଟି ଅସ୍ତ୍ର ଥାଏ। ସବୁଠୁ […]