ଖେଳ ଦେଶ ବିଦେଶ

ସୂଚୀ ସୁନିଶ୍ଚିତ, ନଭେମ୍ବର ୧୨ରେ ସିଡ୍‌ନି ପହଞ୍ଚିବ କୋହଲି ବାହିନୀ

ମେଲବର୍ନରେ ବକ୍ସିଂ ଡେ’ ଟେଷ୍ଟ୍, ସିଡ୍‌ନିରେ ସଙ୍ଗରୋଧ ସହ ପ୍ରଶିକ୍ଷଣ ଶିବିର ମେଲବର୍ନ: କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ବୁଧବାର ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ସୂଚୀକୁ ଚୂଡାନ୍ତ ରୂପ ଦେଇଛି। ତଦନୁଯାୟୀ ଭାରତୀୟ କ୍ରିକେଟ୍ ଦଳ ଆଇପିଏଲ୍-୧୩ ସରିବାର ଦୁଇ ଦିନ ପରେ ଅର୍ଥାତ୍ ନଭେମ୍ବର ୧୨ ତାରିଖରେ ସିଡ୍‌ନି ପହଞ୍ଚି ସେଠାରେ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବ। ସଙ୍ଗରୋଧ ବେଳେ କିନ୍ତୁ ଭାରତୀୟ ଖେଳାଳିଙ୍କୁ ଅଭ୍ୟାସ କରିବାର ସଂପୂର୍ଣ୍ଣ ସୁଯୋଗ ମିଳିବ। ବିସିସିଆ‌ଇର […]

ଖେଳ ଦେଶ ବିଦେଶ

ଆଇପିଏଲ୍ ମ୍ୟାଚ୍ ମଝିରେ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଇସାରାରେ ପଚାରିଲେ-‘ତମେ ଖାଇଚ?’ ଅନୁଷ୍କା ଦେଲେ ଏମିତି ଉତ୍ତର

ନୂଆଦିଲ୍ଲୀ ୨୯/୧୦: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲରେ କ୍ରମାଗତ ଦୁଇଟି ମ୍ୟାଚ୍ ହାରିସାରିଲାଣି। ରବିବାର ଚେନ୍ନାଇ ସୁପର କିଙ୍ଗସ ସହ ଥିଲା ବେଙ୍ଗାଲୁରୁର ମ୍ୟାଚ୍। ସେଥିରେ ମଧ୍ୟ ସିଏସକେ ସହଜରେ ବିଜୟ ହାସଲ କରିଥିଲା। ମାତ୍ର ସେ ମ୍ୟାଚ୍ ଭିତରେ ବିରାଟ ଏମିତି କିଛି କାରନାମା କରି ଦେଖାଇଛନ୍ତି ଯାହା ଏବେ ସମସ୍ତଙ୍କୁ ବେଶ ପସନ୍ଦ ଆସିବା ସହ ସମସ୍ତଙ୍କ ମନ ମଧ୍ୟ ଜିଣିଛି। ମ୍ୟାଚ୍ ଦେଖିବାକୁ ଆସିଥିଲେ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା। ମ୍ୟାଚ୍ […]