ଟେଷ୍ଟ୍ ଅଭ୍ୟାସରେ ଟିମ୍ ଇଣ୍ଡିଆ, ଆଡିଲେଡ୍ ବଦଳାଇବାକୁ ‘ସିଏ’ ଅନିଚ୍ଛୁକ ସଂଗରୋଧରେ କୋହଲି କରୁଛନ୍ତି କ’ଣ
ସିଡ୍ନି: ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଭାରତୀୟ କ୍ରିକେଟ୍ ଦଳ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳାରୁ ହିଁ ଅଭିଯାନ ଆରମ୍ଭ କରିବ। କୋହଲି ବାହିନୀ କିନ୍ତୁ ଏବେ ଟେଷ୍ଟ୍ ଅଭ୍ୟାସ ଉପରେ ଅଧିକ ଗୁରୁତ୍ବ ଦେଉଛି। ମଙ୍ଗଳବାର ସିଡ୍ନିରେ ଭାରତୀୟ ଖେଳାଳିମାନେ ଲମ୍ବା ଫର୍ମାଟ୍ ଲାଗି ଉଭୟ ଲାଲ୍ ଓ ଗୋଲାପି ବଲ୍ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଆଜିର ଅଭ୍ୟାସ ଅଧିବେସନରେ ତିନିଟି […]
