୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା
ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଭୂମିକାଙ୍କର ଏ ବର୍ଷ ଅତିକମରେ ଚାରିଟି ନୂଆ ଓଡ଼ିଆ ସିନେମା ରିଲିଜ୍ ହେବ ବୋଲି ଜଣାଯାଇଛି। ଏଗୁଡ଼ିକ ହେଲା ‘ଆଉ ଗୋଟେ ଲଭ୍ ଷ୍ଟୋରି’, ‘ମନ ମୋର କାଗଜଗୁଡ଼ି’, ‘ଚକ୍ଷୁବନ୍ଧନ’ ଏବଂ ‘ମନ ମୋ’ ନେଇଗଲୁରେ’। ଏଥିମଧ୍ୟରୁ ଦୁଇଟିର ନିର୍ଦ୍ଦେଶକ ହେଲେ ଓଲିଉଡରେ ଓଣ୍ଡରବୟ ଭାବେ ପରିଚିତ ସଞ୍ଜୟ ନାୟକ। ଖାଲି ସେତିକି ନୁହେଁ, ଉଭୟରେ ନାୟକ ଭୂମିକାରେ ବି ଅଛନ୍ତି ଜଣେ ଜଣାଶୁଣା ଅଭିନେତା। ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ‘ଆଉ […]