କଳା ଓ ସଂସ୍କୃତି ଧର୍ମ

‘ଭାଗବତ ସପ୍ତା’ର ବାର୍ତ୍ତା

‘ଭାଗବତ’ ହେଉଛି ‘ପରମଶାସ୍ତ୍ର’। ଏ ସଂପର୍କରେ କୁହାଯାଇଛି, “ପରମଶାସ୍ତ୍ର ଭାଗବତ / ଅଭ୍ୟାସ କରୁଥିବ ନିତ୍ୟ।’’ ଏପରି ଉକ୍ତି ‘ଭାଗବତ ବାଣୀ’ ରୂପେ କଥିତ ହୁଏ। ସେହିପରି, ଭାଗବତ ଗ୍ରନ୍ଥ ବା ପୋଥିର ଆସ୍ଥାନକୁ କୁହାଯାଏ ‘ଭାଗବତ ଗାଦି’। ଏହି ଭାଗବତ ଗ୍ରନ୍ଥ ବା ପୋଥି ରହିବା ଘର ବା ଏହା ପଢ଼ା ହେଉଥିବା ସ୍ଥାନ ‘ଭାଗବତ ଘର’ ବା ‘ଭାଗବତ ଟୁଙ୍ଗି’ ନାମରେ ପରିଚିତ ହୁଏ। ଭାଗବତ ଗ୍ରନ୍ଥ ବା ପୋଥିକୁ ଦେବତାଜ୍ଞାନ କରାଯାଏ। ତାହାକୁ […]