ଅପରାଧ ରାଜ୍ୟ

ଗ୍ରାମ ସଭାପତି ଚୟନକୁ ନେଇ ବିଳମ୍ୱିତ ରାତିରେ ତିଗିରିଆରେ ବୋମାମାଡ

ଆଠଗଡ଼ ୦୧/୦୬: ଗ୍ରାମ ସଭାପତି ଚୟନକୁ ନେଇ ତିଗିରିଆ ଥାନା ଅନ୍ତର୍ଗତ ବନମାଳୀପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ତିନୋଟି ବୋମା ମାଡ଼ ହୋଇଛି । ଦୁଇଜଣ ଆହତ ହୋଇ ତିଗିରିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ଜଣଙ୍କୁ ଅଟକ ରଖିଛି ତିଗିରିଆ ପୋଲିସ । ବନମାଳୀପୁର ଗ୍ରାମର ଗ୍ରାମ ସଭାପତି ଚୟନକୁ ନେଇ ବୋମାମାଡ ହୋଇଥିବା ଜଣାପଡିଛି । ତିରିଶ ବର୍ଷ ଧରି ଗ୍ରାମର ସଭାପତି ଭାବରେ ଗ୍ରାମର ଶରତ ରାଉତ ଦାୟିତ୍ୱ ତୁଲାଉ […]

ଅପରାଧ ରାଜ୍ୟ

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ, ୨ଟି ବଳଦ ଓ ୨ଟି କୋକିସିଆଳି ମୃତ

ବାଂଶପାଳ ୧।୬: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକ, ୨ଟି ବଳଦ ସମେତ ୨ଟି କୋକିଶିଆଳିଙ୍କ ମୃତ୍ୟୁ ଘଟିଛି। ମୃତକ ନୟାକୋଟ ଗ୍ରାମର ନଳ ପଲେଇଙ୍କ ପୁଅ କର୍ମୁ ପଲେଇ । ସୂଚନାଯୋଗ୍ୟ ଯେ, ଗ୍ରାମର ନଳ ପଲେଇଙ୍କ ୧୬ ବର୍ଷର ସାନ ପୁଅ କର୍ମୁ ପଲେଇ ବୁଧବାର ସକାଳେ ନିଜ କ୍ଷେତକୁ ହଳ କରିବାକୁ ବଳଦ ନେଇ ଯାଇଥିଲେ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଜିବ ସାହାନାଇ, ପଡିବ ହାତଗଣ୍ଠି, ହାତକୁ ଦି ହାତ ହେବେ ଭାରତୀୟ କ୍ରିକେଟର: ଦେଖନ୍ତୁ ମେହେନ୍ଦୀ ଫଟୋ

ଆଗରା ୦୧/୦୬: ଟିମ ଇଣ୍ଡିଆ CSKର ବୋଲର ଦୀପକ ଚହର ଆଜି ବିବାହ ବନ୍ଧନରେ ବାନ୍ଧିହେବେ । ନିଜର ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଜୟା ଭାରଦ୍ୱାଜଙ୍କ ସହ ବିବାକ କରିବାକୁ ଯାଉଛନ୍ତି । ଆଗରା ବାୟୁ ଆଗରାର ବାୟୁ ବିହାରରେ ରହୁଥିବା ଚହର ଫତେହବାଦ ସ୍ଥିତ ଜେପି ପ୍ୟାଲେସରେ ସାତ ଫେରା ନେବେ । ମଙ୍ଗଳବାର ଥିଲା ତାଙ୍କର ମେହେନ୍ଦୀ ଏବଂ ସଂଗୀତ ରସମ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମେହେନ୍ଦୀ […]

ଦେଶ ବିଦେଶ ମନୋରଞ୍ଜନ

ପୂର୍ବ ସ୍ବାମୀଙ୍କୁ ନେଇ ଖୁଲାସା କଲେ କନିକା କପୁର, କହିଲେ-ଆମେ ଏବେ ବି…

ମୁମ୍ବାଇ ୦୧।୦୬: ଏମିତି ଅନେକ ସମ୍ପର୍କ ଅଛି, ଯାହା ସମୟ ଅନୁସାରେ ଭାଙ୍ଗିଯାଏ। କାହିଁକି ନା ସମ୍ପର୍କରେ ତିକ୍ତତା ଓ ଘୃଣା ଏତେ ବଢିଯାଏ ଯେ ପରସ୍ପର ଚେହେରା ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଯେତେ ଚେଷ୍ଟା କଲେ ବି ସେଥିରେ ସୁଧାର ଆସେ ନାହିଁ । କିନ୍ତୁ ବଲିଉଡ୍‌ର ଗାୟିକା କନିକା କପୁର ସେମିତି ନୁହନ୍ତି। ନିକଟରେ ବେବିଡଲ୍‌ ତଥା କନିକା ଦ୍ବିତୀୟ ବିବାହ […]

ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ମନ୍ଦିରରୁ ୧୦ କେଜି ଓଜନ ରୁପା ମୂର୍ତ୍ତି ଚୋରି କରିନେଲେ

ଆନନ୍ଦପୁର ୦୧/୦୬: ଘଷିପୁରା ଥନା ଦେଓଗାଁ ଠାରେ ଅବସ୍ଥିତ କେନ୍ଦୁଝର ଜିଲ୍ଲାର ସର୍ବ ପ୍ରାଚୀନ ଶୈବପୀଠ ବାବା କୁଶଳେଶ୍ୱରଙ୍କ ମନ୍ଦିର ରୁ ଚୋରୀ ହୋଇଛି । ଗତକାଲି ରାତିରେ କେହି ଦୃର୍ବୃତ୍ତ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦୀର ଫାଟକ ତାଲାଭାଙ୍ଗି ରୁପାରେ ନିର୍ମିତ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି କରିନେଇଛନ୍ତି । ଚୋରି ହୋଇଥିବା ମୂର୍ତ୍ତିର ଓଜନ ୧୦ କେଜି ହୋଇଥିବାବେଳେ ଏହା କେଉଁ କାଳରୁ ଏଠାରେ ପୂଜା ପାଇ ଆସୁଥିଲେ । ଆଜି ସକାଳୁ ନୀତିକାନ୍ତି […]

ଅପରାଧ ରାଜ୍ୟ

ବଡଧରଣର ଲୁଟ୍‌ : କେହିନଥିଲେ ଘରେ, ଗ୍ରୀଲ୍‌ ତାଡି ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା

ଭୁବନେଶ୍ୱର ୦୧।୦୬: ଭୁବନେଶ୍ୱରରେ ବଡ଼ଧରଣର ଲୁଟ୍‌ । ଘରେ ପଶି ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଖବର ଅନୁଯାୟୀ, ଖଣ୍ଡଗିରି ଥାନା କ୍ରିଷ୍ଣା ଗାର୍ଡେନର ବି-୧ରୁ ଏକ ବଡଧରଣର ଲୁଟ୍‌ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି । ଘରର ପଛପଟ ଝରକା ଗ୍ରୀଲ୍‌ ତାଡି ଆଲ୍‌ମାରୀରୁ […]

କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ପାଖେଇ ଆସୁଛି ଘୋଷଯାତ୍ରା, ଆଜି ବସୁଛି ସମନ୍ବୟ କମିଟି ବୈଠକ

ପୁରୀ ୦୧।୦୬: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ବିତୀୟ ରଥଯାତ୍ରା ସମନ୍ୱୟ ବୈଠକ। ପୁରୀ ଟାଉନ ହଲ ଠାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଦିନ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ତଦାରଖ କରାଯିବ। ଖବର ଅନୁଯାୟୀ, ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଗତ ଦୁଇବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ […]

ଅପରାଧ ରାଜ୍ୟ

ମେଡିକାଲ ପରିସରରେ ରୋଗୀଙ୍କ ଉପରେ ଚଢିଗଲା ବୋଲେରୋ, ୫ ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଭଦ୍ରକ ୧।୬: ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଦୁର୍ଘଟଣା । ମେଡିକାଲ କାମରେ ନିୟୋଜିତ ବୋଲେରୋ ଧକ୍କାରେ ରୋଗୀ ଓ ସମ୍ପର୍କୀୟ ଆହତ ହୋଇଛନ୍ତି । ବୋଲେରୋ ଧକ୍କାରେ ଆହତ ଓ ଗୁରୁତରଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ମେଡିକାଲ କାମରେ ନିୟୋଜିତ ବୋଲେରୋରୁ ମେଡ଼ିସିନ ଅନଲୋଡ୍ ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ବୋଲେରୋ ଧକ୍କାରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଅନ୍ୟ ୩ ଜଣ […]

ଧର୍ମ ରାଜ୍ୟ

ଶୀତଳଷଷ୍ଠୀ ଯାତ୍ରା: ସରିଲା ପତରପେଣ୍ଡି, ବୁଧବାର ହେବ ଦେବ ନିୟନ୍ତ୍ରଣ

ସମ୍ୱଲପୁର ୦୧/୦୬: ସମ୍ବଲପୁର ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡୀ ବା ନିର୍ବନ୍ଧ ଉତ୍ସବ ମଙ୍ଗଳବାର ରାତିରେ ସମ୍ପନ୍ନ ହୋଇଯାଇଛି । ସଂଧ୍ୟା ପ୍ରାୟ ୮ଟା ସମୟରେ ଦେବ ବେଦ ମହାଦେବଙ୍କ ମନ୍ଦିରରେ ରିତି ନିତୀ ଅନୁଯାୟୀ ପୁଜାର୍ଚ୍ଚନା ହୋଇଥିଲା । ଏହା ପରେ ବରପିତା ଓ ସପ୍ତଋଷୀ ବାହାରିଥିଲେ ମହାଦେବଙ୍କ ପାଇଁକନ୍ୟା ଅନ୍ୱେଷଣରେ । ଏକ ଭବ୍ୟ ପଟୁଆରରେ ଘଂଟ, ଶଙ୍ଖ, ଦୁଲୁଦୁଲି, ଧମାଲ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର । ଏହା […]

କଳା ଓ ସଂସ୍କୃତି ରାଜ୍ୟ

ଆଗେଇ ଚାଲିଛି ରଥ କାମ, ମୁହାଁଟି ଓ ଚଉତା ବିନ୍ଧ ଶେଷ

ପୁରୀ ୦୧।୦୬ : ମଙ୍ଗଳବାର ରଥ ଖଳାରେ ଗରଗରା କାର୍ଯ୍ୟ ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ ତିନି ରଥ ପାଇଁ ୬ଗୋଟି ଗରଗରା କାଠ ରଖାଯାଇଥିଲା । ଏହାପରେ ବିଶ୍ୱକର୍ମାମାନେ ଧଉରା କାଠ ଗଣ୍ଡିକୁ ବାରିସୀରେ ହାଣି ଚଉପଟ ଆରମ୍ଭ କରିଛନ୍ତି । ପ୍ରତି ରଥରେ ଦୁଇ ଗୋଟି ଗରଗରା ଲାଗିଥାଏ । ଗରଗରା ଉପରେ ରଥର ଉପର ଅଂଶର ସମ୍ପୂର୍ଣ୍ଣ ଭାରା ରହିବ । ପ୍ରାୟ ୧୩ ଫୁଟ୍‌ ଲମ୍ବର […]