ଅପରାଧ ରାଜ୍ୟ

ପାକିସ୍ତାନ: ବିପଦରେ ଇମ୍ରାନ ଖାନଙ୍କ ଜୀବନ, ଶହବାଜ ସରକାର ପ୍ରତ୍ୟାହାର କଲେ ସୁରକ୍ଷା

ଇସ୍ଲାମାବାଦ ୪।୬: ସଂକଟଗ୍ରସ୍ତ ପାକିସ୍ତାନର ଶହବାଜ ଶରିଫ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ ଏବେ ପାକିସ୍ତାନରେ ରାଜନୀତି ଆରମ୍ଭ ହୋଇଯାଇଛି। ନିଜେ ଶହବାଜ ସରିଫ ଏପ୍ରିଲ ୨୧ରେ ଇମ୍ରାନଙ୍କ ସୁରକ୍ଷା କମ୍‌ କରାଯିବ ନାହିଁ ବୋଲି କହିଥିଲେ। ହେଲେ ସରକାରକୁ ଦେଢ ମାସ ନ ପୁରୁଣୁ ଶହବାଜ ସରିଫ ତାଙ୍କ ବୟାନରୁ ଓହରି ଯାଇଛନ୍ତି। ସୁରକ୍ଷା ପ୍ରତ୍ୟାହାରକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟକୁ […]

ଦେଶ ବିଦେଶ ମନୋରଞ୍ଜନ

କାଚ ପରେ ଏବେ ଅଖା ପିନ୍ଧିଲେ ଉର୍ଫି, ଅତରଙ୍ଗୀ ଅନ୍ଦାଜ୍‌ରେ ସେୟାର କଲେ ଭିଡିଓ

ମୁମ୍ବାଇ ୦୪।୦୬ : ସୋସିଆଲ ମିଡିଆରେ ଟେଲି ଅଭିନେତ୍ରୀ ଉର୍ଫି ଜାଭେଦଙ୍କର ବହୁତ ପ୍ରଶଂସକ ଅଛନ୍ତି। ତାଙ୍କ ଷ୍ଟାଇଲ ଓ ପୋଷାକକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ଯେଉଁଥିପାଇଁ ସେ ଖୁବ୍‌ ଟ୍ରୋଲ ମଧ୍ୟ ହୁଅନ୍ତି। ମନୋରଞ୍ଜନ ଶିଳ୍ପରେ ଉର୍ଫି ନିଜର ସ୍ଥାନ ସୃଷ୍ଟି କରୁଛନ୍ତି। ସେ ପ୍ରାୟତଃ ସବୁବେଳେ କିଛି ନା କିଛି ଏଭଳି ଭିଡିଓ ଏବଂ ଫଟୋ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରନ୍ତି ଯାହା ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ। ବର୍ତ୍ତମାନ ତାଙ୍କର […]

ଅପରାଧ ରାଜ୍ୟ

ରିଲ୍‌ସରେ ଫଲୋର୍ସ ବଢିବାରୁ ଆଟାକ୍ : ଯୁବକ ଗୁରୁତର, ୩ ଅଟକ

ଭୁବନେଶ୍ୱର ୦୪।୦୬ : ରିଲସ୍ ରେ ଫଲୋୟର୍ସଙ୍କ ସଂଖ୍ୟା ବଢ଼ିଲା ବୋଲି ଯୁବକକୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ। ରାଜଧାନୀ ଭୁବନେଶ୍ବରରୁ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ସହିଦନଗରରେ ଏଭଳି ଆତଙ୍କରାଜ ଦେଖିବାକୁ ମିଳିଛି । ତେବେ ମହର୍ଷି କଲେଜ ପଛପଟେ ଘଟିଛି ଏହି ଅଭାବନୀୟ ଘଟଣା। ଆଉ ସିସିଟିଭିରେ ପୁରା ଆକ୍ରମଣର ଚିତ୍ର କଏଦ ହୋଇଛି । ଯୁବକ ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ […]

ଅପରାଧ ରାଜ୍ୟ

ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ସୋର ୪।୬: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ବାଲେଶ୍ଵର ଜିଲ୍ଲା ଖଇରା ଥାନା କଇଥଗଡିଆ ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, କଇଥଗଡିଆ ଗ୍ରାମ ସିଂସାହିର କୁନି ସିଂ ସ୍ଥାନୀୟ କରଞ୍ଜନାଳ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲା ବେଳେ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବନ ବିଭାଗ ତନାଘନା ଜାରି ରଖିଥିବା ବେଳେ ବନ […]

ଅପରାଧ ରାଜ୍ୟ

କ୍ରାଇମ୍‌ ପେଟ୍ରୋଲ୍‌ ଦେଖି ଲୁଟିଲେ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ, ପ୍ରେମିକ ସହ ବନ୍ଧା ହେଲେ

କଟକ, ୦୪/୦୬: କ୍ରାଇମପେଟ୍ରୋଲ ଦେଖି ଲୁଟ କରି ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ । ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଗରିଫ ଅଭିଯୁକ୍ତ ହେଲେ ପିଙ୍କି ଓରଫ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ପୁଚୁ ଓରଫ ଅରବିନ୍ଦ ନାୟକ। ପୋଲିସ କହିବା ଅନୁସାରେ ପିଙ୍କି ଓରଫ ପ୍ରିୟଙ୍କା ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ଏଜେଣ୍ଟ ଭାବେ କାମ […]

ଅପରାଧ ରାଜ୍ୟ

ପରିବହନ ନିୟମ ଉଲଂଘନ ପଡିଲା ମହଙ୍ଗା, ୨ ଲକ୍ଷ ୬୩ ହଜାର ଟଙ୍କା ଫାଇନ୍ ଗଣିଲେ ଡ୍ରାଇଭର

ଭୁବନେଶ୍ବର ୪।୬: ପରିବହନ ନିୟମ ନ ମାନିବା ପଡିଲା ମହଙ୍ଗା । ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ ଗାଡି ଡ୍ରାଇଭର । ୨ ଲକ୍ଷ ୬୩ ହଜାର ୫ଶହ ଟଙ୍କା ଜରିମାନା ଲଗାଇଲା ପରିବହନ ବିଭାଗ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ରୋଡରେ ଯାଞ୍ଚ ଚାଲିଥିଲା । ପରିବହନ ବିଭାଗ ଅଧିକାରୀମାନେ ଯାଞ୍ଚ କରୁଥିଲେ । ସେହି ସମୟରେ ଅଧିକାରୀଙ୍କ ହାତରେ ଏହି ଗାଡି ଧରାପଡିଥିଲା । ପରିବହନ ନିୟମ […]

ରାଜ୍ୟ ସ୍ୱାସ୍ଥ୍ୟ

ସଂକ୍ରମଣ ନେଇ ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ, ନିର୍ଦ୍ଦେଶକ କହିଲେ ଦରକାର ପଡିଲେ ବାଧ୍ୟତାମୂଳକ ହେବ ମାସ୍କ

ଭୁବନେଶ୍ୱର ୦୪/୦୬: ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କେନ୍ଦ୍ର ସରକାର ପ୍ରିକସନ ନେବାକୁ ତାଗିତ କରିଛନ୍ତି । ଯେହେତୁ ୫ ଟି ରାଜ୍ୟରେ ସଂକ୍ରମଣ ବଢୁଛି । ତେଣୁ ସେଠାରେ କଟକଣାକୁ କଡାକଡି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଆମ ରାଜ୍ୟରେ ସ୍ଥିତି ଭଲ ଅଛି । ଯେମିତି ପୂର୍ବରୁ ସର୍ଭିଲାନ୍ସ ଜାରି ରହିଥିଲା ସେମିତି ଚାଲିଛି । ଟେଷ୍ଟିଂ ଚାଲିଛି । ଟେଷ୍ଟିଂ ସାଇଡ ସବୁ ଚାଲୁ ରହିଛି । ପଜିଟିଭ […]

ଅପରାଧ ରାଜ୍ୟ

ବେଆଇନ୍‌ ମଦ ଭାଟିରେ ଚଢାଉ, ୯ ଗିରଫ

ପାଟଣା ୦୪।୦୬ : ବେଆଇନ୍‌ ମଦ ଭାଟି ଉପରେ ଚଢାଉ । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା ଓ ଘଟଗାଁ ଥାନା ଅଞ୍ଚଳରେ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ମହୁଲି ମଦ ସହ ମଦ ତିଆରି ସାମଗ୍ରୀ ଜବତ ହୋଇଛି । ସମସ୍ତ ସାମଗ୍ରୀକୁ ନଷ୍ଟ କରିଛି ଅବକାରୀ ବିଭାଗ । ସେହିପରି ଘଟଣାରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପାଞ୍ଚ ବର୍ଷର ଶିଶୁକନ୍ୟାଠାରେ ମଙ୍କିପକ୍ସ ଲକ୍ଷଣ, ପରୀକ୍ଷଣ ପାଇଁ ପଠାଗଲା ନମୂନା

ନୂଆଦିଲ୍ଲୀ ୦୪/୦୬: କରୋନା ଭାଇରସର ଆତଙ୍କ ଥମିନାହିଁ । ଏହାମଧ୍ୟରେ ଗାଜିଆବାଦରେ ଜଣେ ୫ ବର୍ଷର ଶିଶୁ କନ୍ୟାଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ମଙ୍କିପକ୍ସ ନେଇ ମାମଲା ସ୍ପଷ୍ଟ ନଥିବା ବେଳେ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି । ସୂଚନାନୁସାରେ, ଶିଶୁକନ୍ୟାଟିର ଶରୀରରେ କୁଣ୍ଡିଆ ଓ ଦାଗ ଦେଖିବାକୁ ମିଳିଥିଲା । ତାଙ୍କଠାରେ ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ତେବେ ସେ ଗତ ୧ ମାସ ହେଲା ବିଦେଶ ଯାତ୍ରା […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନିଜକୁ ପାର୍ବତୀଙ୍କ ଅବତାର କହୁଛନ୍ତି ମହିଳା, ଶିବଙ୍କୁ ବିବାହ କରିବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ ୦୪/୦୬; ଭାରତ-ଚୀନ୍ ସୀମା ନାଭିଡାଙ୍ଗ ଅଞ୍ଚଳରେ ବେଆଇନ ଭାବେ ରହୁଛନ୍ତି ଜଣେ ମହିଳା। ଲକ୍ଷ୍ନୌର ଏହି ମହିଳା ନିଜକୁ ପାର୍ବତୀଙ୍କ ଅବତାର ବୋଲି ଦାବି କରିଛନ୍ତି। ଏଥିସହ ସେ କୈଳାଶ ପର୍ବତ ଯାଇ ଶିବ ଠାକୁରଙ୍କୁ ବିବାହ କରିବାକୁ ଚାହୁଁଥିବା କହିଛନ୍ତି। ନାଭିଡାଙ୍ଗରୁ ତାଙ୍କୁ ହଟାଗଲେ ମହିଳା ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ପୋଲିସକୁ କହିଛନ୍ତି। ମହିଳା ଜଣଙ୍କ ହେଲେ ହରମିନ୍ଦର କୌର। ତାଙ୍କୁ ନାଭିଡାଙ୍ଗରୁ ହଟାଇବା ପାଇଁ ୧୨ ଜଣିଆ ପୋଲିସ ଦଳ ପଠାଯାଇଛି। […]