କିଏଭରେ ପୁଣି ଆତଙ୍କ ଖେଳାଇଲା ପୁଟିନ ସେନା, ବିମାନରୁ କଲା ମିସାଇଲ ଆକ୍ରମଣ
କିଏଭ୍,୦୬/୦୬: ୟୁକ୍ରେନ୍ ରାଜଧାନୀ କିଏଭ୍ରେ ଶାନ୍ତି ଭଙ୍ଗ କରି ପୁଣି ଆତଙ୍କ ଖେଳାଇଛି ପୁଟିନ୍ ସେନା । ଘନଘନ ମିସାଇଲ ମାଡ଼ରେ ଥରିଉଠିଛି ସହର । ପୁଣି ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଧାଁଦଉଡ଼ । ଶେଷଥର ପାଇଁ ଏପ୍ରିଲ ୨୮ରେ ଏହିଭଳି ମିସାଇଲ ଆକ୍ରମଣ କରିଥିଲେ ରୁଷୀୟ ସୈନ୍ୟ । କିଏଭ୍ ମେୟର ଭିଟାଲି କ୍ଲିସ୍କୋଙ୍କ ସୂଚନା ଅନୁସାରେ ରବିବାର ଭୋର ସମୟରେ ରାଜଧାନୀ ଉପରେ ହମ୍ଲା ହୋଇଛି । ଅଚାନକ ରୁଷ ସେନା ବିମାନରୁ […]