ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ନମାନିଲେ ନିୟମ, କଟିବ ଫାଇନ୍‌ ; ଛକ ଛକରେ ଜଗିଛି କ୍ୟାମେରା

ଆନନ୍ଦପୁର ୦୮।୦୬ : ନିୟମ ଖିଲାପକାରୀଙ୍କୁ ଜଗିବ କ୍ୟାମେରା । କଟିବ ଅଟୋମେଟିକ୍‌ ଫାଇନ୍‌ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ସମେତ ଜାତୀୟ ରାଜପଥ ୨୦ ଓ ଆନନ୍ଦପୁର ଦେଇ ଯାଇଥିବା ଭଦ୍ରକ-କରଞ୍ଜିଆ ରାସ୍ତାକୁ ମିଶାଇ ମୋଟ ୧୩ଟି ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି । ତେବେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ମାଧ୍ୟମରେ ନିୟମ ଖିଲାପକାରୀ ଗାଡିଚାଳକଙ୍କ ଉପରେ ଘଷିପୁରା ଓ ଆନନ୍ଦପୁର ଥାନା କଣ୍ଟ୍ରୋଲ୍‌ ରୁମ୍ ରୁ ନଜର ରଖୁଛି ପୋଲିସ୍ […]

ଅପରାଧ ରାଜ୍ୟ

୧୫ଦିନର ନବଜାତ ଶିଶୁକୁ ବିକ୍ରି କରି ମାଆ କିଣିଲା ଟିଭି, ଫ୍ରିଜ୍‌, କୁଲର୍‌; ୬ ଗିରଫ

ଇନ୍ଦୋର ୦୮/୦୬ : ଟଙ୍କା ଲୋଭ ଆଗରେ ଫିକା ପଡ଼ିଗଲା ମାର ମମତା। ମାର ସ୍ନେହ ଓ ଭଲ ପାଇବା ଉପରେ ଲାଗିଲା କଳଙ୍କ। ଏପରି ଏକ ଚାଞ୍ଚଲ୍ୟକର ଖବର ମଧ୍ୟପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମା ତାର ୧୫ ଦିନର ନବଜାତ ଶିଶୁକୁ ବିକ୍ରି କରିଦେଇଛି। ମା ନବଜାତ ଶିଶୁକୁ ବିକ୍ରି କରି ମିଳିଥିବା ଟଙ୍କାରୁ ଟିଭ, ଫ୍ରିଜ୍, ୱାସିଙ୍ଗମେସିନ୍, ଭଳି ଜିନିଷ କିଣିଛି। ଅଭିଯୁକ୍ତ ମା ତାଙ୍କ ସ୍ୱାମୀଙ୍କ ଅନୁମତିରେ ଏପରି […]

ଅପରାଧ ରାଜ୍ୟ

ଶ୍ରୀମନ୍ଦିର ଭିତରେ ସେଲ୍ଫି ଉଠାଇ ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ୍ ଘଟଣା, ବ୍ୟକ୍ତିଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ପୁରୀ, ୦୮/୦୬: ଶ୍ରୀମନ୍ଦିର ଭିତରେ ସେଲଫି ଉଠାଇ ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ । ଗତକାଲି ଭଦ୍ରକର ସଞ୍ଜୟ ପାଢୀ ଶର୍ମା ନାମକ ଜଣେ ଭକ୍ତ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ନିଜ ଫେସବୁକ୍ ଆକାଉଣ୍ଟରେ ଅପଲୋଡ଼ କରିଥିଲେ। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଥିବାର ତାରିଖ ମଧ୍ୟ ସେ […]

ଅପରାଧ ରାଜ୍ୟ

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌ : ଗୋଟିଏ ବଜ୍ରକାପ୍ତା ଉଦ୍ଧାର, ବେପାରି ଗିରଫ

ଭୁବନେଶ୍ୱର ୦୮।୦୬: ଏସ୍‌ଟିଏଫ୍‌ ପଞ୍ଝାରେ ବଜ୍ରକାପ୍ତା ବେପାରୀ । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସ୍‌ଟିଏଫ୍‌ ।ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଜବତ ହୋଇଛି । ଖବର ଅନୁଯାୟୀ, ବଜ୍ରକାପ୍ତା ବିକ୍ରି ନେଇ ଡିଲ୍‌ ଚାଲିଥିଲା । ଏହାର ଗୁଇନ୍ଦା ସୂଚନା ପାଇଁ ଚଢାଉ କରିଥିଲେ ଏସ୍‌ଟିଏଫ୍‌ । ଏହି ଚଢାଉରେ ଗୋଟିଏ ଜୀବନ୍ତ ବଜ୍ରାକାପ୍ତା ସହ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ହୋଇଥିବା ଅଭିଯୁକ୍ତ […]

ଅପରାଧ ରାଜ୍ୟ

ATMରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍, ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟିନେଲେ ଦୁର୍ବୃତ୍ତ

ବାରିପଦା ୮।୬: ଏଟିଏମ୍ ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟ୍ । ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବତି ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସିଣ୍ଡିକେଟ୍ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍ ହୋଇଛି । ଲୁଟେରାଙ୍କ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ବାରିପଦା ଏସଡିପିଓଙ୍କ ସହ ଝାରପୋଖରିଆ ପୋଲିସ, ତଦନ୍ତକାରୀ ଟିମ୍, ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଏହି […]

ଅପରାଧ ରାଜ୍ୟ

ଥାନାକୁ ଡାକିଲେ, ଘଣ୍ଟା ଘଣ୍ଟା ବସାଇଲେ : ନ୍ୟାୟ ମାଗିବାରୁ ଦେଖାଇଲେ ନାଲିଆଖି, କହିଲେ-୩ ମାସ ଯାଏଁ ଠୁଙ୍କି ଦେବୁ

ଭଦ୍ରକ ୦୮।୦୬: ଥାନାକୁ ଡାକିଲେ, ନ୍ୟାୟ ଆଶାରେ ବି ଗଲୁ । ହେଲେ ନ୍ୟାୟ ବଦଳରେ ଘଣ୍ଟା ଘଣ୍ଟା ଥାନାରେ ବସିଲୁ । ପ୍ରତିବାଦ କହିବାରୁ ପୋଲିସର ନାଲିଆଖି । କହିଲେ ଯେମିତି ଆସିଥିଲୁ , ସେମିତି ଝିଅଙ୍କୁ ନେଇକି ଯାଅ । ନେହଲେ ୩ ମାସ ଯାଏଁ ଥାନାରେ ଠୁଙ୍କି ଦେବୁ ବୋଲି ପୋଲିସ କହିଥିବା ଅଭିଯୋଗ ଆସିଛି । ଯାହାକି ପୁରା ଅଞ୍ଚଳରେ ଏବେ ଚର୍ଚ୍ଚାରେ ବିଷୟ । ଭଦ୍ରକ ଜିଲ୍ଲା ଧାମନଗର ଥାନା […]

ଅପରାଧ ରାଜ୍ୟ

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ବାପା ଓ ପୁଅ ମୃତ

ଖୋର୍ଦ୍ଧା ୮।୬: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚକାପଦାଠାରେ ବାଇକ୍-କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ୍ ଆରୋହୀ ବାପ-ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ବାପା ବୋଲଗଡର ମଧୁସୂଦନ ଦାସ ଓ ପୁଅ କ୍ଷୀରୋଦ ଦାସ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ମଧୁସୂଦନ ଓ ତାଙ୍କ ପୁଅ ବୋଲଗଡରୁ କୌଣସି କାର୍ଯ୍ୟରେ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚକାପଦାଠାରେ ସାମ୍ନା ପଟୁ ଦ୍ରୁତ ଗତିରେ […]

ଅପରାଧ ରାଜ୍ୟ

ଅବକାରୀ ବିଭାଗର ଚଢାଉ : ଶହେ ଲିଟରରୁ ଅଧିକ ଦେଶୀ ରନ୍ଧା ମଦ ଜବତ, ୪ ଗିରଫ

ଭଦ୍ରକ ୦୮।୦୬ : ଭଦ୍ରକ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ର ଚଢାଉ । ୧୦୦ ଲିଟରରୁ ଅଧିକ ଦେଶୀ ରନ୍ଧା ଜବତ ସହ ୪ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ଅବକାରୀ ବିଭାଗ । ଖବର ଅନୁଯାୟୀ, ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ […]

ATMରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍, ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟିନେଲେ ଦୁର୍ବୃତ୍ତ

ବାରିପଦା ୮।୬: ଏଟିଏମ୍ ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟ୍ । ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବତି ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସିଣ୍ଡିକେଟ୍ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍ ହୋଇଛି । ଲୁଟେରାଙ୍କ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ବାରିପଦା ଏସଡିପିଓଙ୍କ ସହ ଝାରପୋଖରିଆ ପୋଲିସ, ତଦନ୍ତକାରୀ ଟିମ୍, ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଏହି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଔଷଧରେ ଭଲ ହେଉଛି କ୍ୟାନସର, ସୁସ୍ଥ ହେଲେ ୧୮ ଜଣ

ନୂଆଦିଲ୍ଲୀ ୦୮/୦୬; ମାରାତ୍ମକ ରୋଗ କ୍ୟାନସର। ଏହାର ଚିକିତ୍ସା ପଦ୍ଧତି ଜଟିଳ। ଅଧିକାଂଶ ସମୟରେ ଚିକିତ୍ସା ସତ୍ତେ ବି ଏହି ରୋଗରୁ ମୁକ୍ତି ପାଇବା କଷ୍ଟକର ହୋଇପଡେ। ହେଲେ ଏବେ ଔଷଧ ଦ୍ବାରା ହୋଇପାରୁଛି ଏହି ମାରାତ୍ମକ ରୋଗର ଚିକିତ୍ସା। ନ୍ୟୁୟର୍କରେ ରେକ୍ଟାଲ କ୍ୟାନସର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଏଭଳି ଖବର ଆସିଛି । ଏହି ଔଷଧ ଟ୍ରାଏଲରେ ସାମିଲ ହୋଇଥିବା ସମସ୍ତ ୧୮ଜଣ କ୍ୟାନସରରୁ ମୁକ୍ତି ପାଇଥିବା କୁହାଯାଉଛି । […]