ଅପରାଧ ରାଜ୍ୟ

ଭାଇ ନଥିଲେ ଘରେ, ଆତ୍ମହତ୍ୟା କଲେ ନାବାଳିକା ; କାରଣ ଖୋଜୁଛି ପୋଲିସ

ଭଦ୍ରକ ୦୯।୦୬ : ନାବାଳିକାଙ୍କର ଆତ୍ମହତ୍ୟା । ଭଡା ଘରେ ରହୁଥିବା ବେଳେ ଭାଇ କାମକୁ ଯିବା ପରେ ଆତ୍ମହତ୍ୟା କରିଛନ୍ତି ନାବାଳିକା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବାଂସଡା ଥାନା ତେନ୍ତୁଳିଆଡ଼ିଆ ଗାଁର ଜୟରାମ ମହାଳିକଙ୍କ ନାବାଳିକା ଝିଅ ଓ ପୁଅ ଭଦ୍ରକ ଟାଉନ ଥାନା ମଠସାହିରେ ଘର ଭଡା ନେଇ ରହୁଥିଲେ। ଭାଇ ଖାଇବା ପରେ କାମକୁ ଯିବା ବେଳେ ଭାଇକୁ ନାବାଳିକା ମୋବାଇଲ […]

ଅପରାଧ ରାଜ୍ୟ

୧୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଆଗେଇ ଚାଲିଛି ପ୍ରସ୍ତୁତି କାର୍ଯ୍ୟ

ପୁରୀ ୦୯।୦୬: ଆସନ୍ତା ୧୪ରେ ପବିତ୍ର ଦେବସ୍ନାନ ପୁର୍ଣ୍ଣମୀ। ଏହି ଅବସରରେ ଶ୍ରୀଜୀଉମାନେ ସ୍ନାନବେଦୀରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ ଦୁର୍ଲଭ ହାତୀବେଶ ବା ଗଜାନନ ବେଶରେ। ଆଉ ଏହି ବେଶ ପ୍ରସ୍ତୁତି କାର୍ଯ୍ୟ ଏବେ ଯୋରସୋରରେ ଆଗେଇ ଚାଲିଛି ଗୋପାଳତୀର୍ଥ ମଠ ଓ ରାଘବଦାସ ମଠରେ। ଖବର ଅନୁଯାୟୀ, ଗତ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୁର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ […]

ଅପରାଧ ଖେଳ ରାଜ୍ୟ

କାଉଣ୍ଟରରେ ଟିକେଟ ପାଇଁ ଠେଲାପେଲା, ପୋଲିସର ଲାଠିଚାର୍ଜ

କଟକ ୦୯।୦୬: ଟିକେଟ କିଣିବାକୁ ଠେଲାପେଲା । ଟିକେଟ କିଣିବା ବେଳେ ଦର୍ଶକଙ୍କ ମଧ୍ୟରେ ଠେଲାପେଲା ହୋଇଥିବାର ଦେଖିବାକୁ ମିଳିଛି । ମହିଳା ଛିଡା ହୋଇଥିବା କାଉଣ୍ଟରରେ ଠେଲାପେଲା ହୋଇଛି । ସେପଟେ ଟିକେଟ ବିକ୍ରିକୁ ଶୃଂଖଳିତ ଭାବେ କରିବାକୁ ପୋଲିସ ପକ୍ଷରୁ ପ୍ରୟାସ କରାଯାଉଛି । ଏପିରିକି ପୋଲିସ ପକ୍ଷରୁ ଲାଠିଚାର୍ଜ ହୋଇଥିବା ସୂଚନା ମିଳିଛି । ସେହିପରି ସୁରକ୍ଷାଦୃଷ୍ଟିରୁ ଟିକେଟ୍‌ କାଉଣ୍ଟରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଟିକେଟ୍‌ ପାଇଁ […]

ଅପରାଧ ରାଜ୍ୟ

ବୁଢ଼ୀ ମା’ଙ୍କୁ ତିନି ମାସ ହେଲା ମିଳୁନି ଭତ୍ତା, ମିଳୁଥିବା ଭତ୍ତା ମିଳୁନି

ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଜାଜେଶପଙ୍ଗା ପଞ୍ଚାୟତ କୁମ୍ବାରପଦର ଗାଁର ସୁମାରୀ କହଁର । ଅସହାୟ ଗରିବ ବୁଡ଼ି ମାଁ ଚାଲିବାକୁ ବଳ ନାହିଁ । କିନ୍ତୁ ଦୁଃଖ ପରିତାପର ବିଷୟ ସରକାର ଙ୍କ ତରଫରୁ ପାଉଥିବା ଭତ୍ତା ତିନି ମାସ ହେବ ମିଳୁନଥିବା କହିଛନ୍ତି ଅସହାୟ ବୁଡି ମାଁ । ବୟସ ଅଧିକ ହୋଇ ଥିବା ରୁ ସଠିକ୍ ଭାବରେ ଚାଲି ପାରୁନଥିବା ରୁ ପଞ୍ଚାୟତ କାର୍ଯ୍ୟାଳୟ ଯିବା ତାଙ୍କ ପାଇଁ ଅସମ୍ଭବ । […]

ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ବାରବାଟୀ ଦେଖିଛି ଟିମ୍ ଇଣ୍ଡିଆର ୧୦ ଅଧିନାୟକ, ଋଷଭ ପନ୍ତଙ୍କ ସ୍ୱାଗତ ଅପେକ୍ଷାରେ ଐତିହାସିକ ଷ୍ଟାଡିୟମ

କଟକ,୦୯/୦୬: ବାରବାଟୀ ଷ୍ଟାଡିୟମ୍‌ ଇତିହାସରେ ଭାରତୀୟ ଦଳର ଅନେକ ଅଧିନାୟକଙ୍କୁ ଦେଖିଛନ୍ତି କ୍ରିକେଟପ୍ରେମୀ । ୪୦ ବର୍ଷରେ ବାରବାଟୀ ଦେଖିଛି ୧୦ଜଣ ଭାରତୀୟ ଅଧିନାୟକଙ୍କୁ । ଏଥର ବି ସଂଯୋଗ କିଛି ସେହିଭଳି । ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯୁବତାରକା ଋଷଭ ପନ୍ତ ‘ମେନ୍‌ ଇନ୍‌ ବ୍ଲୁ’ ର ନେତୃତ୍ୱ ନେବେ । ଆହତ ଜନିତ ସମସ୍ୟା ଯୋଗୁଁ କେ.ଏଲ୍‌.ରାହୁଲ ଦକ୍ଷିଣଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ଶୃଙ୍ଖଳାରୁ ଓହରିଯାଇଥିବା ପରେ ପନ୍ତଙ୍କୁ ଅଧିନାୟକ […]

ଅପରାଧ ରାଜ୍ୟ

ଡିଲ୍‌ ବେଳେ ମାଡିବସିଲା ପୋଲିସ, ୨ ଜଣ ଗିରଫ, ବାକି ଫେରାର

ସୁନ୍ଦରଗଡ଼ ୦୯।୦୬ : ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଚଢାଉ । ଧଳାଜହର ବିକ୍ରି କରୁଥିବା ବେଳେ ୨ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୯.୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ । ଏନେଇ ପ୍ରେସମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ଏସ୍‌ପି । ଖବର ଅନୁଯାୟୀ, ରାଉରକେଲା ନାଲାରୋଡ଼ ଅଞ୍ଚଳର ୨ଜଣ ଯୁବକ ଗୁରୁବାର ସକାଳ ସମୟରେ […]

ଅପରାଧ ରାଜ୍ୟ

ନିଶାସକ୍ତ ଅବସ୍ଥାରେ ଝିଅର ବେକ କାଟିଲା, ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଭୁବନେଶ୍ବର ୯।୬: ରାଜଧାନୀରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଝିଅର ବେକ କାଟିଲା ପରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଗୁରୁତର ଅବସ୍ଥାରେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଘାଟିକିଆରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଶାସକ୍ତ ଅବସ୍ଥାରେ ୫ବର୍ଷ ଝିଅର ବେକ କାଟି ହତ୍ୟା ଉଦ୍ୟମ କରିବା ପରେ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକ ଗୁରୁତର […]

ଦେଶ ବିଦେଶ ମନୋରଞ୍ଜନ

ଶମିତା ଶେଟ୍ଟୀ-ରାକେଶ ବାପତଙ୍କ ହେଲା ବ୍ରେକ୍‌ଅପ୍‌, ଜାଣନ୍ତୁ କାହିଁକି

ନୂଆଦିଲ୍ଳୀ ୦୯।୦୬ : ବିଗ୍‌ବସ୍‌ ଓଟିଟିର ପପୁଲାର ଯୋଡି ଶମିତା ଶେଟ୍ଟୀ -ରାକେଶ ବାପତ । ଦୁହିଁଙ୍କର ଫ୍ୟାନ୍ସ ଫଲୋର୍ସ ଖୁବ୍‌ ଅଧିକ । ଉଭୟଙ୍କ ସମ୍ପର୍କ ବିଗ୍‌ବସ୍‌ ଓଟିଟିରୁ ଆରମ୍ଭ ହୋଇଥିଲା । ଧିରେ ଧିରେ ସେମାନଙ୍କ ଫଟୋ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଲା । କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗି ଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଶମିତା ଏବଂ ରାକେଶଙ୍କ […]

ଅପରାଧ ଦେଶ ବିଦେଶ

ହଜିଗଲା ମାନବିକତା: ୫୦ ହଜାର ଟଙ୍କା ପାଇଁ ବନ୍ଧା ପଡିଛି ଗେହ୍ଲା ପୁଅର ମରଶରୀର, କାନି ପତାଇ ଭିକ ମାଗିଲେ ବାପା-ମାଆ

ସମସ୍ତିପୁର ୦୯/୦୬: ହଜିଯାଇଛି ମାନବିକତା, ମରିଗଲାଣି ମଣିଷପଣିଆ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଭିକ ମାଗୁଥିବାର ଦେଖିବାକୁ ମିଳିଛି । ନିଜ ପୁଅର ଶବକୁ ମେଡିକାଲରୁ ଆଣିବା ପାଇଁ ସେ ଭିକ ମାଗୁଥିବା ଜଣାପଡିଛି । ବିହାର ସମସ୍ତିପୁରରେ ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ପୁଅର ଶବ ପାଇଁ ମେଡିକାଲ କର୍ମଚାରୀ ୫୦ ହଜାର ଟଙ୍କା ଦାବି କରୁଛନ୍ତି । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ […]

ଦେଶ ବିଦେଶ ମନୋରଞ୍ଜନ

ଅଭିଷେକଙ୍କ ସହ ଏକାଠି କାମ କରିବାକୁ ଚାହୁଁଛନ୍ତି ଐଶ୍ବର୍ଯ୍ୟା, ଫିଲ୍ମକୁ ନେଇ କହିଲେ ଏମିତି

ନୂଆଦିଲ୍ଳୀ ୦୯।୦୬ : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦୀର୍ଘ ସମୟ ପରେ ଅଭିନୟ ଜଗତକୁ ଫେରୁଛନ୍ତି । ତାଙ୍କୁ ମଣିରତ୍ନାମଙ୍କ ଫିଲ୍ମରେ ଦେଖିବାକୁ ମିଳିବ। ହେଲେ ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି ଐଶ୍ୱର୍ଯ୍ୟା ରାୟଙ୍କୁ ରଜନୀକାନ୍ତଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଥାଲାଇଭର୍ ୧୬୯ରେ ମଧ୍ୟ ଦେଖିବାକୁ ମିଳିବ । ହେଲେ ଐଶ୍ୱର୍ଯ୍ୟା ବିବାହ ପୁର୍ବରୁ ଅଭିଷେକଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ବର୍ତ୍ତମାନ ଦୁହେଁ ଦୀର୍ଘ ଦିନ ହେବ କୌଣସି ପ୍ରୋଜେକ୍ଟରେ ଏକାଠି […]