ଅପରାଧ ରାଜ୍ୟ

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଚଣ୍ଡିଖୋଲ ୧୧।୦୬: ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ । ଯାଜପୁର ଜିଲ୍ଲା ବୈରୀ ଅଞ୍ଚଳରେ ଥିବା କ୍ଷୀରୋଦ ସାହୁଙ୍କ ଏକ ଜଳଖିଆ ଦୋକାନରେ ନିଆଁ ଲାଗିଥିଲା । ଯାହାଫଳରେ ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନଟି ସମ୍ପୂର୍ଣ ଜଳିଯାଇଛି । ଏପିରିକି ଦୋକାନରେ ଥିବା ସମସ୍ତ ଜିନିଷ ଜଳି […]

ଅପରାଧ ରାଜ୍ୟ

ପ୍ରେମ ବିବାହ ତିଷ୍ଠିଲାନି ୩ ମାସ ! ରଶି ଲଗାଇ ଆତ୍ମହତ୍ୟା କଲେ ନବବଧୂ, ସ୍ୱାମୀ ଗିରଫ

ଟାଙ୍ଗୀ ୧୧।୬: ମହଙ୍ଗା ପଡିଲା ପ୍ରେମ ବିବାହ । ବାହାଘରକୁ ବିତିଛି ମାତ୍ର ୩ ମାସ । ନିର୍ଯାତନା ସହି ନପାରି ନବବଧୂ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଏପଟେ ଅଧିକ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ନବବଧୂଙ୍କୁ ହତ୍ୟା କରିଛନ୍ତି ବୋଲି ମୃତ ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମୃତା ନବବଧୂଙ୍କ ସ୍ବାମୀଙ୍କୁ ଗିରଫ କରିବା ସହ ମୃତଦେହକୁ ଜବତ କରି ପ୍ରାଥମିକ ତଦନ୍ତ […]

ଅପରାଧ ରାଜ୍ୟ

ଇଓଡବ୍ଲୁ ପଞ୍ଝାରେ ୨ ଠକ, ବେଆଇନ ଲୋନ୍ ଆପ୍ ମାମଲାରେ ଗିରଫ

ଭୁବନେଶ୍ବର ୧୧।୬: ଇଓଡବ୍ଲୁ ପଞ୍ଝାରେ ଦୁଇ ଜଣ ଠକ । ବେଆଇନ ଲୋନ୍ ଆପ୍ ମାମଲାରେ ପୁଣି ଦୁଇ ଜଣ ଠକଙ୍କୁ ଗିରଫ କଲା ଇଓଡବ୍ଲୁ । ଉଭୟ ୩ ବେଆଇନ ସେଲ୍ କମ୍ପାନୀର ନିର୍ଦ୍ଦେଶକ ଥିଲେ । ଗିରଫ ଦୁଇ ଜଣ ହେଲେ ରକ୍ସିଥ୍ ଓ ସୁଶାନ୍ତ । କର୍ଣ୍ଣାଟକ ଉଦୁପି ଜିଲ୍ଲାରେ ଉଭୟ ଠକଙ୍କ ଘର । କୋକ୍‌ ଓ ଜୋଜୋ ସମେତ ଏକାଧିକ ଋଣ ଆପ୍‌ କରି ଏହି ଦୁଇ ଜଣ ଲୋକଙ୍କୁ […]

ଅପରାଧ ରାଜ୍ୟ

ନଦୀ କୂଳରେ ଲାଗିଛି ମହିଳାଙ୍କ ମୃତଦେହ, ମିଳିନି ପରିଚୟ

ପଟ୍ଟାମୁଣ୍ଡାଇ ୧୧।୦୬ : ବ୍ରହ୍ମଣୀ ନଦୀରେ ଲାଗିଛି ଯୁବତୀଙ୍କ ମୃତଦେହ । ଏବେ ଯାଏଁ ମିଳିନି ଯୁବତୀଙ୍କ ପରିଚୟ । ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍ ଆରମ୍ଭ । ଖବର ଅନୁଯାୟୀ, କେନ୍ଦ୍ରାପଡ଼ା ଅମୃତ ମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁ ଦେଇ ଯାଇଛି ବ୍ରାହ୍ମଣୀ ନଦୀ । ଶନିବାର ସକାଳୁ ଗାଁ ନଦୀ କୂଳରେ ଏକ ମହିଳାଙ୍କ ମୃତଦେହ ଲାଗିଥିବାରେ ଦେଖିବାକୁ ମିଳିଥିଲା । ଏହାପରେ ଗ୍ରାମବାସୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ତେବେ ଏବେ ଯାଏଁ […]

ଅପରାଧ ରାଜ୍ୟ

ସମ୍ବଲପୁରରୁ ୭ଜଣ ଡକାୟତ ଗିରଫ, ବୃଦ୍ଧ ଦମ୍ପତ୍ତିଙ୍କୁ ଆକ୍ରମଣ କରି ଲୁଟି ନେଇଥିଲେ ସୁନାଗହଣା ଓ ଟଙ୍କା

ସମ୍ବଲପୁର ୧୧।୬: ସମ୍ବଲପୁର ପୋଲିସ ଦ୍ବାରା ୭ ଜଣ ଡକାୟତ ଗିରଫ । ଡକାୟତମାନଙ୍କ ନିକଟରୁ ୫ଟି ବାଇକ୍ ଓ ଗୋଟିଏ କାର୍ ଜବତ ହୋଇଛି । ଗତ ୩ ତାରିଖ ଧନୁପାଲୀ ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ ବାନ୍ଧି ଆକ୍ରମଣ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ଅପରାହ୍ନରେ ଶ୍ୟାମ ସୁନ୍ଦର ଡାଲମିଆ ଓ ପତ୍ନୀ ସରୋଜଦେବୀ ଡାଲମିଆ ଘରେ ଥିବାବେଳେ ଅଟା କିଣିବା ବାହାନରେ ୫ […]

ଖେଳ ରାଜ୍ୟ

ବାରବାଟୀରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକା ଟିମ୍‌, ଆରମ୍ଭ କଲେ ଅଭ୍ୟାସ

କଟକ/ଭୁବନେଶ୍ୱର ୧୧।୦୬: ବାରବାଟୀ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ । ଷ୍ଟାଡିୟମରେ ଅଭ୍ୟାସ୍‌ ଲାଗି ବାରବାଟିରେ ପହଞ୍ଚିଛନ୍ତି ଦକ୍ଷିଣ ଆଫ୍ରିକୀୟ ଟିମ୍‌ । ମେ ଫେୟାର ହୋଟେଲରୁ କଡ଼ା ସୁରକ୍ଷା ମଧ୍ୟରେ କଟକ ଷ୍ଟାଡିୟମରେ ପହଞ୍ଚିଛନ୍ତି ଟିମ୍‌ । ସେଠାରେ ଆଜି ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଭାରତୀୟ ଟିମ୍‌ ମଧ୍ୟ ଅଭ୍ୟାସ୍‌ ଲାଗି ବାହାରିଛି । ଦିନ ୧ଟାରେ ଭାରତୀୟ ଟିମ୍‌ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିବା ବେଳେ ହୋଟେଲ୍‌ରୁ କଡ଼ା ସୁରକ୍ଷାରେ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ଜିଆରଏସ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ସୁନ୍ଦରଗଡ ୯।୬: ଭିଜିଲାନ୍ସ ଜାଲରେ ପଡିଲେ ଜିଆରଏସ୍ । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ ତୁରମୁରା ଜିଆରଏସ୍‌ଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଜିଆରଏସ୍ ହେମନ୍ତ ସାହୁଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ଜଣାପଡିଛି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି । ଜିଆରଏସଙ୍କ କାର୍ଯ୍ୟାଳୟ ସମେତ ପୁରକାପାଲି ବାସଭବନରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀ ଶ୍ରୀ ବିଶ୍ଵନାଥ ମହାଦେବ ମନ୍ଦିର ଭୁବନେଶ୍ୱର ରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପରିଷଦ ଶୁଭାରମ୍ଭ ହୋଇଯାଇଛି

ଗତ ତା 5.6.22ରିଖ ଶ୍ରୀ ଶ୍ରୀ ବିଶ୍ଵନାଥ ମହାଦେବ ମନ୍ଦିର ଭୁବନେଶ୍ୱର ରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପରିଷଦ ଶୁଭାରମ୍ଭ ହୋଇଯାଇଛି। ସାଧୁସନ୍ଥ ତଥା ସ୍ବାମୀଜୀ ଙ୍କ ଆଶୀର୍ବାଦ ନେଇ ବିଶ୍ଵନାଥ ମହାନ୍ତିଙ୍କ ପୌରହିତ୍ୟରେ ଦେବେନ୍ଦ୍ର ଦାସ, ଗୌର ଶ୍ୟାମ ପୃଷ୍ଟି,କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ୍ତ ସାହୁ, ଅବନିକାନ୍ତ ପଟ ଯୋଶୀ,ବିପିନି ବିହାରୀ ସ୍ୱାଇଁ ,ସୁଶାନ୍ତ ସାହୁ,ସୁଷମା ପଟ୍ଟନାୟକ, ରେବତୀ ସ,ଆନନ୍ଦ ଚନ୍ଦ୍ର ପାତ୍ର,ବି କେ ଜେନା ଏବଂ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତି ରେ ପୂଜା […]

ଅପରାଧ ରାଜ୍ୟ

ପ୍ରାୟ ୫କୋଟି ସରକାରୀ ଅର୍ଥ ହେରଫେର ମାମଲା : ଯାଜପୁର ତହସିଲ ଆକାଉଣ୍ଟାଣ୍ଟ ଗିରଫ

କଟକ ୯।୬: ଯାଜପୁର ତହସିଲ ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି । ପ୍ରାୟ ୫ କୋଟି ସରକାରୀ ଅର୍ଥ ହେରଫେର ମାମଲାରେ ଯାଜପୁର ତହସିଲ ଆକାଉଣ୍ଟାଣ୍ଟ ରଜତ ରାଉତରାୟଙ୍କୁ ଭିଲିଲାନ୍ସ ଗିରଫ କରିଛି । ରଜତଙ୍କ ନାଁରେ ପ୍ରାୟ ୫ କୋଟି ଟଙ୍କାର ରାଜସ୍ବ ହରିଲୁଟ୍ ଅଭିଯୋଗ ହୋଇଛି । ରଜତ ସହ ପ୍ରାୟ ୨୦ ତହସିଲ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ରଜତ ପୂର୍ବରୁ ଚାକିରୀରୁ ବହିଷ୍କୃତ ହୋଇସାରିଛନ୍ତି । ମାମଲାରେ ପୂର୍ବତନ […]

ଶ୍ରୀ ଶ୍ରୀ ବିଶ୍ଵନାଥ ମହାଦେବ ମନ୍ଦିର ଭୁବନେଶ୍ୱର ରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପରିଷଦ ଶୁଭାରମ୍ଭ ହୋଇଯାଇଛି

ଗତ ତା 5.6.22ରିଖ ଶ୍ରୀ ଶ୍ରୀ ବିଶ୍ଵନାଥ ମହାଦେବ ମନ୍ଦିର ଭୁବନେଶ୍ୱର ରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପରିଷଦ ଶୁଭାରମ୍ଭ ହୋଇଯାଇଛି। ସାଧୁସନ୍ଥ ତଥା ସ୍ବାମୀଜୀ ଙ୍କ ଆଶୀର୍ବାଦ ନେଇ ବିଶ୍ଵନାଥ ମହାନ୍ତିଙ୍କ ପୌରହିତ୍ୟରେ ଦେବେନ୍ଦ୍ର ଦାସ, ଗୌର ଶ୍ୟାମ ପୃଷ୍ଟି,କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ୍ତ ସାହୁ, ଅବନିକାନ୍ତ ପଟ ଯୋଶୀ,ବିପିନି ବିହାରୀ ସ୍ୱାଇଁ ,ସୁଶାନ୍ତ ସାହୁ,ସୁଷମା ପଟ୍ଟନାୟକ, ରେବତୀ ସ,ଆନନ୍ଦ ଚନ୍ଦ୍ର ପାତ୍ର,ବି କେ ଜେନା ଏବଂ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତି ରେ ପୂଜା […]